ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୨୫,୧୦୧ ରେ ପହଁଚିଲା
ଭୁବନେଶ୍ୱର: ମେ ୨୩: ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୨୫,୧୦୧ ରେ ପହଁଚିଲା l ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨୫୦ ଜଣ ସୁସ୍ଥ ହେଇଛନ୍ତି ଏବଂ ୬,୬୫୪ ଟି ନୂଆ case ଚିହ୍ନଟ ହେଇଛି l ତେବେ, ଏ ପର୍ଯ୍ୟନ୍ତ ୫୧,୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଥିବାବେଳେ, ୬୯,୫୯୭ ଜଣ କରୋନା patient ଏବେ ଚିକିତ୍ସିତ ହେଉଛନ୍ତି l ରାଜ୍ୟ […]
ଭୁବନେଶ୍ୱର: ମେ ୨୩: ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୨୫,୧୦୧ ରେ ପହଁଚିଲା l ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨୫୦ ଜଣ ସୁସ୍ଥ ହେଇଛନ୍ତି ଏବଂ ୬,୬୫୪ ଟି ନୂଆ case ଚିହ୍ନଟ ହେଇଛି l
ତେବେ, ଏ ପର୍ଯ୍ୟନ୍ତ ୫୧,୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଥିବାବେଳେ, ୬୯,୫୯୭ ଜଣ କରୋନା patient ଏବେ ଚିକିତ୍ସିତ ହେଉଛନ୍ତି l
ରାଜ୍ୟ ମାନଙ୍କ ମଧ୍ୟରେ,ମହାରାଷ୍ଟ୍ର ରେ ଏ ପର୍ଯ୍ୟନ୍ତ ୪୪,୫୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ତାମିଲନାଡୁ ରେ ୧୪,୭୫୩ ଜଣ, ଗୁଜରାଟ ରେ ୧୩,୨୬୮ ଜଣ, ଦିଲ୍ଲୀ ରେ ୧୨,୩୧୯ ଜଣ, ରାଜସ୍ଥାନ ରେ ୬,୪୯୪ ଜଣ, ମଧ୍ୟ ପ୍ରଦେଶ ରେ ୬୧୭୦ ଜଣ, ଉତ୍ତର ପ୍ରଦେଶ ରେ ୫,୭୩୫ ଜଣ, ପଶ୍ଚିମ ବଙ୍ଗ ରେ ୩,୩୩୨ ଜଣ ଏବଂ ଆନ୍ଧ୍ର ପ୍ରଦେଶ ରେ ୨,୭୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l




