india covid news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
୨୪ ଘଣ୍ଟାରେ ଦେଶରେ ୩୬,୪୦୧ କରୋନା ସଂକ୍ରମିତ ଓ ୩୯,୧୫୭ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୯: ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଗତ ୨୪ ଘଣ୍ଟାରେ ୩୬,୪୦୧ ଜଣ କରୋନାରେ ସଂକ୍ରମିତ ହୋଇଥିଲାବେଳେ ୩୯, ୧୫୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୫୩୦ ଜଣ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି । ଆଜିର ସୁସ୍ଥଙ୍କ ସହ ଦେଶରେ ଏବେ ୩ କୋଟି ୧୫ ଲକ୍ଷ ୨୫ ହଜାର ୮୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଆଜିର ସଂକ୍ରମିତଙ୍କ ସହ […]
ଦେଶରେ ସୁସ୍ଥତା ହାର ବୃଦ୍ଧି ପାଉଛି, ଗତ ୨୪ ଘଣ୍ଟାରେ ଦେଶରେ ୪୦, ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୧୩: ଦେଶରେ ଧୀରେ ଧୀରେ ସୁସ୍ଥତା ହାର ବଢ଼ିବାରେ ଲାଗିଛି । ଗତ ଦୁଇ ଦିନ ହେବ ଦେଶରେ ୯୭.୪୫ ପ୍ରତିଶତ ସୁସ୍ଥତା ହାର ରହିଥିଲାବେଳେ ଗତ ୨୪ ଘଣ୍ଟାରେ ସୁସ୍ଥତା ହାର ପ୍ରଥମ ଥର ପାଇଁ ସର୍ବାଧିକ ୯୭.୪୬ ପ୍ରତିଶତରେ ପହଞ୍ଚିଛି । ଯାହା ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର କଥା । ସେହିପରି ୨୪ ଘଣ୍ଟାରେ ୪୨,୨୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ଏବେ ୩ […]
ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୨୦୪ ରହିଛି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୦: ଦେଶରେ ବୃଦ୍ଧି ପାଉଛି ସୁସ୍ଥତା ହାର । ବର୍ତ୍ତମାନ ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୪୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୮ ହଜାର ୨୦୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ୪୧ ହଜାର ୫୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ କରୋନାରୁ ସୁସ୍ଥଙ୍କ ହେଲେଣି ୩ କୋଟି ୧୧ ଲକ୍ଷ ୮୦ ହଜାର ୯୬୮ଜଣ । ଏହାସହ ଦେଶରେ ଗତ ୨୪ […]
୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୫୩୪୨
Published On
By Samaya Live
ଦିଲ୍ଲୀ: ଜୁଲାଇ ୨୩: ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି ୩୮ ହଜାର ୭୪୦ ଜଣ । ତେବେ ଆଜି ପର୍ଯ୍ୟନ୍ତ ମୋଟ ୩ କୋଟି ୪ ଲକ୍ଷ ୬୮ ହଜାର ୭୯ ରୋଗୀ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଲୋକଙ୍କୁ ମିଶାଇ ସୁସ୍ଥତା ହାର ୯୭. ୩୬ ପ୍ରତିଶତ ରହିଛି । ଦୈନିକ ପଜିଟିଭିଟି ହାର ୨.୧୨ ପ୍ରତିଶତ […]
ଦେଶରେ ୨୪ ଘଣ୍ଟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୪୧୩୮୩ ଜଣ
Published On
By Samaya Live
ଦିଲ୍ଲୀ: ଜୁଲାଇ ୨୨: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୩୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୩୮ ହଜାର ୬୫୨ ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଆଜିର ସୁସ୍ଥ ସଂଖ୍ୟା ସହ ମୋଟ ଆଜି ପର୍ଯ୍ୟନ୍ତ ମୋଟ ୩ କୋଟି ୪ ଲକ୍ଷ ୨୯ ହଜାର ୩୩୯ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ମୋଟ୍ ଉପରେ ଆଜି ଦେଶରେ ସୁସ୍ଥତା ହାର ୯୭.୩୫ ପ୍ରତିଶତ ରହିଛି । […]
ଦେଶରେ କମୁଛି ସଂକ୍ରମଣ, ଆଜି ୩୮,୧୬୪ ସଂକ୍ରମିତ ଚିହ୍ନଟ
Published On
By Samaya Live
ଦିଲ୍ଲୀ: ଜୁଲାଇ ୧୯: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତ ୨୪ ଘଣ୍ଟା ମଧ୍ୟରେ କମିଛି । ଶନିବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧, ୧୫୭ ରହିଥିଲା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୮, ୧୬୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୬୬୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ସୁସ୍ଥ ସଂଖ୍ୟା ୩ କୋଟି ୦୩ ଲକ୍ଷ ୦୮ ହଜାର […]
ଭାରତରେ ଗୋଟିଏ ଦିନରେ ୩୮୦୭୯ ଜଣ କରୋନା ସଂକ୍ରମିତ
Published On
By Samaya Live
ଦିଲ୍ଲୀ:ଜୁଲାଇ ୧୭: ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୦୭୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୪୩ ହଜାର ୯୧୬ ଜଣ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଲୋକମାନଙ୍କୁ ଟିକେ ଆଶ୍ୱସ୍ତି ଦେଇଛି। ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ସୁସ୍ଥଙ୍କ ସଂଖ୍ୟା ୩ କୋଟି ୨ ଦୁଇ ଲକ୍ଷ ୨୭ ହଜାର ୭୯୨କୁ ବୃଦ୍ଧି ପାଇଛି । ତେବେ ୨୪ ଘଣ୍ଟା ମଧ୍ୟରେ ମୃତୁ୍ୟ ସଂଖ୍ୟା […]

