ଭାରତରେ ଗୋଟିଏ ଦିନରେ ୩୮୦୭୯ ଜଣ କରୋନା ସଂକ୍ରମିତ

ଦିଲ୍ଲୀ:ଜୁଲାଇ ୧୭: ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୦୭୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୪୩ ହଜାର ୯୧୬ ଜଣ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଲୋକମାନଙ୍କୁ ଟିକେ ଆଶ୍ୱସ୍ତି ଦେଇଛି। ଏହାକୁ ମିଶାଇ ଦେଶରେ ମୋଟ୍‌ କରୋନା ସୁସ୍ଥଙ୍କ ସଂଖ୍ୟା ୩ କୋଟି ୨ ଦୁଇ ଲକ୍ଷ ୨୭ ହଜାର ୭୯୨କୁ ବୃଦ୍ଧି ପାଇଛି । ତେବେ ୨୪ ଘଣ୍ଟା ମଧ୍ୟରେ ମୃତୁ୍ୟ ସଂଖ୍ୟା […]

Samaya Live Picture
Published On

ଦିଲ୍ଲୀ:ଜୁଲାଇ ୧୭: ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୦୭୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୪୩ ହଜାର ୯୧୬ ଜଣ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଲୋକମାନଙ୍କୁ ଟିକେ ଆଶ୍ୱସ୍ତି ଦେଇଛି। ଏହାକୁ ମିଶାଇ ଦେଶରେ ମୋଟ୍‌ କରୋନା ସୁସ୍ଥଙ୍କ ସଂଖ୍ୟା ୩ କୋଟି ୨ ଦୁଇ ଲକ୍ଷ ୨୭ ହଜାର ୭୯୨କୁ ବୃଦ୍ଧି ପାଇଛି । ତେବେ ୨୪ ଘଣ୍ଟା ମଧ୍ୟରେ ମୃତୁ୍ୟ ସଂଖ୍ୟା ୫୬୦ ରହିଥିବାବେଳେ ଦେଶରେ କରୋନା ଜନିତ ମୋଟମୃତୁ୍ୟ ସଂଖ୍ୟା ୪ ଲକ୍ଷ ୧୩ ହଜାର ୯୧କୁ ବୃଦ୍ଧି ପାଇଛି । ସାପ୍ତାହିକ ପଜିଟିଭିଟି ହାର ୨.୧୦ ପ୍ରତିଶତ ରହିଛି। ସେହିପରି ଦୈନିକ ପଜିଟିଭିଟି ହାର ୧.୯୧ ପ୍ରତିଶତ ରହିଛି।