India COVID data
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
୨୪ ଘଣ୍ଟାରେ ଦେଶରେ ୧୧, ୯୦୩ କରୋନା ସଂକ୍ରମିତ ଓ ୧୪,୧୫୯ ସୁସ୍ଥ
Published On
By Samaya Live
ଦିଲ୍ଲୀ: ନଭେମ୍ବର ୦୩: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧, ୯୦୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୪, ୧୫୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୨୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୬ ଲକ୍ଷ ୯୭ ହଜାର ୭୪୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ […]
ଦେଶରେ ବଢୁଛି ସୁସ୍ଥତା ହାର, ଦିନକରେ ୪୧ ହଜାର ୧୫୭ ସଂକ୍ରମିତ
Published On
By Samaya Live
ଦିଲ୍ଲୀ: ଜୁଲାଇ ୧୮: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୧୫୭ ଜଣ କାରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ରେ ସୁସ୍ଥ ହେଇଛନ୍ତି ୪୨,୦୦୪ ଜଣ I ଅନ୍ୟପକ୍ଷରେ ଦିନକରେ ୫୧୮ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I ଦେଶରେ ସୁସ୍ଥତା ହାର ମଧ୍ୟ ବଢ଼ିବାରେ ଲାଗିଛି I ଆଜି ସୁସ୍ଥତା ହାର ୯୭.୩୧ ଅଛି I ସେହିପରି ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୨୨,୬୬୦ କୁ ହ୍ରାସ ପାଇଛି […]
ଭାରତରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୩ କୁ ବୃଦ୍ଧି; ଗୋଟିଏ ଦିନରେ ଚିହ୍ନଟ ହେଲେ ୭୮ ହଜାର ୭୬୧ କରୋନା ଆକ୍ରାନ୍ତ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୩୦: ଭାରତରେ ଗୋଟିଏ ଦିନରେ ୭୮ ହଜାର ୭୬୧ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୩ କୁ ବୃଦ୍ଧି ପାଇଛି I ସେହିପରି ୨୪ ଘଂଟାରେ କରୋନା ରେ ୯୪୮ ଜଣଙ୍କର ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୩ ହଜାର ୪୯୮ ରେ ପହଂଚିଛି I ଗୋଟିଏ […]
ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୫: ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହିତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି ପାଇଛି I ଗୋଟିଏ ଦିନରେ ୮୪୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୮ ହଜାର ୩୯୦ ରେ ପହଂଚିଛି I ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇ ଆଜି ୧.୮୪ ପ୍ରତିଶତରେ […]
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୧ କୁ ବୃଦ୍ଧି; ୨୪ ଘଂଟାରେ ୬୯ ହଜାର ୮୭୮ ଟି ନୂଆ କେଶ
Published On
By Samaya Live
ଭୁବନେଶ୍ୱର : ଅଗଷ୍ଟ ୨୨: ଦେଶରେ ୨୪ ଘଂଟାରେ, ୬୯ ହଜାର ୮୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ଏବଂ ଏହାକୁ ମିଶାଇ, ଭାରତ ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୧ ଜଣ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାଇ, ୨୪ ଘଂଟାରେ ୯୪୫ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୫ ହଜାର […]
ଦେଶରେ ୨୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୮: ଦେଶରେ ୨୪ ଘଣ୍ଟାରେ ୫୫ ହଜାର ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହ , ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୨ ହଜାର ୭୪୨ କୁ ବୃଦ୍ଧି ପାଇଛି I ସେହିପରି, ଗୋଟିଏ ଦିନରେ ୮୭୬ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୧ ହଜାର ୭୯୭ ରେ ପହଂଚିଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, […]
ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର କୁ ବୃଦ୍ଧି ;ସୁସ୍ଥ ହେଇଛନ୍ତି ୧୫ ଲକ୍ଷ ୮୩ ହଜାର ରୁ ଅଧିକ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୧ : ଦେଶରେ ୨୪ ଘଂଟାରେ ୫୩ ହଜାର ୬୦୧ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର ୬୭୫ କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୮୭୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭ ରେ ପହଞ୍ଚିଛି । ଅନ୍ୟପକ୍ଷରେ ପ୍ରତ୍ୟେକ ଦିନ ଅଧିକ […]
ଭାରତ ରେ ୨୪ ଘଂଟାରେ ୫୪ ହଜାର ୭୩୫ ନୂଆ କୋଭିଡ ପଜିଟିଭ ଚିହ୍ନଟ ଏବଂ ୮୫୩ ଜଣ ମୃତ
Published On
By Samaya Live
ନୂଆଦିଲ୍ଲୀ: ଅଗଷ୍ଟ ୨: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪,୭୩୫ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ଏଥି ସହ ଭାରତ ରେ ରବିବାର ଦିନ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୩ କୁ ବୃଦ୍ଧି ପାଇଛି I ୨୪ ଘଂଟାରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଗୋଟିଏ ଦିନରେ ୫୧ ହଜାର ୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ […]
ଦେଶରେ ଗୋଟିଏ ଦିନରେ ସର୍ବାଧିକ ୫୭ ହଜାର ୧୧୭ କୋଭିଡ ପଜିଟିଭ କେଶ ଚିହ୍ନଟ; ୨୪ ଘଂଟାରେ ୭୬୪ ମୃତ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୦୧: ଭାରତରେ ଗୋଟିଏ ଦିନରେ ସର୍ବାଧିକ ୫୭ ହଜାର ୧୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮ କୁ ବୃଦ୍ଧି ପାଇଛି I ସେହିପରି, ୨୪ ଘଂଟାରେ ୭୬୪ ଜଣ କରୋନା ରୋଗୀ ଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୬ ହଜାର ୫୧୧ ରେ ପହଂଚିଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର […]
ଗୋଟିଏ ଦିନରେ ୪୯,୩୧୦ କରୋନା ସଂକ୍ରମିତ ଚିହ୍ନଟ; ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨.୮୭ ଲକ୍ଷ ରେ ପହଁଚିଲା
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୪: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ଦିନ ପରେ ଦିନ ରେକର୍ଡ କରି ଚାଲିଛି I ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୪୯ ହଜାର ୩୧୦ ଜଣ କରୋନା ଆକ୍ରାନ୍ତ I ଦେଶରେ ସଂକ୍ରମିତ ଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୪୫ ରେ ପହଂଚିଛି I ଦିନକରେ ୭୪୦ ଜଣଙ୍କର ମୃତ୍ୟୁ ହେଇଛି I ମୋଟ ମୃତ୍ୟୁ ସଂଖ୍ୟା ୩୦ ହଜାର ୬୦୧ ରେ ପହଂଚିଛି I ସେହିପରି, ଏ ପର୍ଯ୍ୟନ୍ତ […]
ଦେଶରେ ଗୋଟିଏ ଦିନରେ ୪୫ ହଜାର ରୁ ଉର୍ଦ୍ଧ୍ଵ କୋଭିଡ ପଜିଟିଭ ଚିହ୍ନଟ ଏବଂ ୧,୧୨୯ ମୃତ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୩: ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୪୫ ହଜାର ୭୨୦ କୋଭିଡ ପଜିଟିଭ କେଶ I ଅନ୍ୟପକ୍ଷରେ, ୨୪ ଘଣ୍ଟା ରେ ୧,୧୨୯ ଜଣଙ୍କର ମୃତ୍ୟୁ ହେଇଛି I ଦେଶରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ୬୩୫ ରେ ପହଂଚିଛି I ସେହିପରି, କରୋନା ରେ ଏ ପର୍ଯ୍ୟନ୍ତ ୨୯ ହଜାର ୮୬୧ ଜଣଙ୍କର ମୃତ୍ୟୁ ହେଇଛି I ସ୍ୱାସ୍ଥ୍ୟ ମନ୍ତ୍ରାଳୟ ର ସୂଚନା ଅନୁସାରେ, ମୋଟ […]
ଦେଶରେ ୨୪ ଘଂଟାରେ ୩୭,୧୪୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ଏବଂ ୫୮୭ ଜଣଙ୍କ ମୃତ୍ୟୁ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୧: ଭାରତରେ ୨୪ ଘଂଟାରେ ୩୭,୧୪୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଥିବା ବେଳେ ୫୮୭ ଜଣଙ୍କର ମୃତ୍ୟୁ ହେଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୫୫,୧୯୧ କୁ ବୃଦ୍ଧି ପାଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୨୮,୦୮୪ ରେ ପହଂଚିଛି I ଏ ପର୍ଯ୍ୟନ୍ତ ୭,୨୪,୫୭୭ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି ଏବଂ ୪,୦୨,୫୨୯ ଜଣ ଚିକିତ୍ସାଧୀନ ଅଛନ୍ତି […]

