India Corona Update
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଭାରତରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୩ କୁ ବୃଦ୍ଧି; ଗୋଟିଏ ଦିନରେ ଚିହ୍ନଟ ହେଲେ ୭୮ ହଜାର ୭୬୧ କରୋନା ଆକ୍ରାନ୍ତ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୩୦: ଭାରତରେ ଗୋଟିଏ ଦିନରେ ୭୮ ହଜାର ୭୬୧ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୩ କୁ ବୃଦ୍ଧି ପାଇଛି I ସେହିପରି ୨୪ ଘଂଟାରେ କରୋନା ରେ ୯୪୮ ଜଣଙ୍କର ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୩ ହଜାର ୪୯୮ ରେ ପହଂଚିଛି I ଗୋଟିଏ […]
ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୫ ଲକ୍ଷ ଟପିଲା : ସୁସ୍ଥତା ହାର ୭୧.୬୧ % କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୫: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ୬୫ ହଜାର ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି ଏବଂ ଭାରତ ରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୨ କୁ ବୃଦ୍ଧି ପାଇଛି I ସେହିପରି, ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୫୭ ହଜାର ୩୮୧ ଜଣ କରୋନା ଆକ୍ରାନ୍ତ ଏବଂ ମୋଟ ଆରୋଗ୍ୟ ସଂଖ୍ୟା ୧୮ ଲକ୍ଷରୁ ଅଧିକ ଅର୍ଥାତ […]
ଭାରତରେ ୨୪ ଘଂଟାରେ ୫୨ ହଜାର ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ରୁ ଅଧିକ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୫: ଦେଶରେ ୨୪ ଘଂଟାରେ ୫୨,୫୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୮୫୭ ଜଣ ଙ୍କର ମୃତ୍ୟୁ ହେଇଛି I ଏବେ, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୮ ହଜାର ୨୫୪ କୁ ବୃଦ୍ଧି ପାଇଛି I ସେହିପରି, କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୯, ୭୯୫ ରେ ପହଂଚିଛି I ବର୍ତ୍ତମାନ ମୋଟ ୫ ଲକ୍ଷ ୮୬ ହଜାର ୨୪୪ ଜଣ କରୋନା ରୋଗୀ ଚିକିତ୍ସିତ […]
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଟପିଲା: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୭,୧୧୪ ଜଣ ଆକ୍ରାନ୍ତ
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୧୧: ଭାରତରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I ଗତ କାଲି ୨୬,୫୦୬ ଜଣ ଚିହ୍ନଟ ହେଇଥିବା ବେଳେ, ଆଜି ଚିହ୍ନଟ ହେଇଛନ୍ତି ୨୭,୧୧୪ ଜଣ I ଏହି ସଂଖ୍ୟାକୁ ମିଶାଇ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୨୦,୯୧୬ ରେ ପହଂଚିଛି I ସେହିପରି, ଗତ ୨୪ ଘଂଟାରେ ୫୧୯ ଜଣଙ୍କର ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨,୧୨୩ କୁ ବୃଦ୍ଧି ପାଇଛି I […]
ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୭ ଲକ୍ଷ ଟପିଲା
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୭: ଦେଶରେ ରେ ବଢିଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା I ଏବେ ପ୍ରତ୍ୟେକ ଦିନ ୨୦ ହଜାର ରୁ ଉର୍ଦ୍ଧ୍ଵ ବ୍ୟକ୍ତି କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି I ୨୪ ଘଂଟାରେ ୨୨,୨୫୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୧୯,୬୬୫ କୁ ବୃଦ୍ଧିପାଇଛି I ସେହିଭଳି, ଦେଶରେ ୨୪ ଘଂଟାରେ ୪୬୭ ଜଣ କରୋନା ରୋଗୀଙ୍କର ମୃତ୍ୟୁହେଇଛି ଏବଂ ମୋଟ […]
ଦେଶରେ ଗୋଟିଏ ଦିନରେ ୧୯,୯୦୬ କରୋନା ସଂକ୍ରମିତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁନ ୨୮: ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୯,୯୦୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୮,୮୫୯ ରେ ପହଂଚିଛି I ସେହିପରି ଗୋଟିଏ ଦିନରେ ୪୧୦ ଜଣଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬,୦୯୫ ରେ ପହଂଚିଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ଡାଟା ଅନୁଯାଇ, ମୋଟ ୨,୦୩,୦୫୧ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୩,୦୯,୭୧୨ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି […]
ଲକ୍ଷେ ଜନସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ବିଶ୍ଵରେ ଅନ୍ୟ ଦେଶ ତୁଳନାରେ ଭାରତରେ କମ
Published On
By Samaya Live
ଭୁବନେଶ୍ୱର: ଜୁନ ୨୨:ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର 153ତମ ରିପୋର୍ଟ ଗତକାଲି (21.06.2020) ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଜନବହୁଳ ଭାରତରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ତୁଳନାରେ ସଂକ୍ରମଣ ହାର ବହୁତ କମ ଥିବା ଦର୍ଶାଯାଇଛି । ଭାରତରେ ପ୍ରତି ଲକ୍ଷେ ଜନସଂଖ୍ୟାରେ 30.40 କରୋନା ରୋଗୀ ଥିବା ବେଳେ ବିଶ୍ଵରେ ଏହି ହାର ଭାରତଠାରୁ ତିନିଗୁଣରୁ ବି ଅଧିକ। ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ 671.24 ଜଣ କରୋନା ରୋଗୀ ଥିବା ବେଳେ ଜର୍ମାନୀ, ସ୍ପେନ […]
ଭାରତରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪ ଲକ୍ଷ ଟପିଲା; ୨୪ ଘଂଟାରେ ଚିହ୍ନଟ ହେଲେ ୧୫,୪୧୩ କରୋନା ସଂକ୍ରମିତ
Published On
By Samaya Live
ଭୁବନେଶ୍ୱର: ଜୁନ ୨୧: ଗତ ୨୪ ଘଣ୍ଟା ମଧ୍ୟରେ, ଦେଶରେ ୧୫,୪୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିସହ ଭାରତରେ, ମୋଟ କରୋନା ରୋଗୀଙ୍କ ସଂଖ୍ୟା ୪,୧୦,୪୬୨ କୁ ବୃଦ୍ଧି ପାଇଛି I ସେହିପରି, ଗୋଟିଏ ଦିନରେ ୩୦୬ କରୋନା ସଂକ୍ରାମିତଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୩,୨୫୪ ରେ ପହଂଚିଛି I ଦେଶରେ ୨,୨୭,୭୫୬ ଜଣ ସୁସ୍ଥ ହେଇସାରିଥିବା ବେଳେ, ୧,୬୯,୪୫୧ ଜଣ ଚିକିତ୍ସାଧୀନ ଅଛନ୍ତି I ସୁସ୍ଥ […]
ଦେଶରେ ଗୋଟିଏ ଦିନରେ ୧୩,୫୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁନ ୧୯: ଦେଶରେ ଗୋଟିଏ ଦିନରେ ୧୩,୫୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩,୮୦,୫୩୨ କୁ ବୁଦ୍ଧି ପାଇଛି I ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୩୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧୨,୫୭୩ ରେ ପହଂଚିଛି I ଅନ୍ୟପକ୍ଷରେ, ଦୁଇଲକ୍ଷ ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ସୁସ୍ଥ ହେଇସାରିଲେଣି I ଆଜି […]
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୨,୪୨୪ କୁ ବୃଦ୍ଧି ପାଇଲା; ଗତ ୨୪ ଘଣ୍ଟାରେ ୧୧,୫୦୨ ଆକ୍ରାନ୍ତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁନ ୧୫: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବାବେଳେ, ୩୨୫ ଜଣଙ୍କର ମୃତ୍ୟୁ ହେଇଛି I ଗତ କିଛିଦିନ ହେଲା,ପ୍ରତିଦିନ ୧୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩,୩୨,୪୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇସାରିଲେଣି I ସେଥିମଧ୍ୟରୁ, ୯୫୨୦ ଜଣଙ୍କର ମୃତ୍ୟୁ ହେଇଛି ଏବଂ ୧,୬୯,୭୯୭ ଜଣ ସୁସ୍ଥ ହେଇସାରିଛନ୍ତି I […]

