India corona figue
ଦେଶ- ବିଦେଶ 

ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭

ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ ଭୁବନେଶ୍ୱର: ଜୁଲାଇ ୮: ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୭୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୪୮୨ ଜଣଙ୍କର ମୃତ୍ୟୁ ହେଇଛି I ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା , ଭାରତରେ କ୍ରମାଗତ ଭାବରେ ୬ ଦିନଧରି ଦିନ ପିଛା ୨୦,୦୦୦ ରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି I ଦେଶରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୭, ୪୨, ୪୧୭ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୪,୫୬,୮୩୨ ଜଣ […]
Read More...

Advertisement