india america bondig
ବିଶ୍ବ 

ଡେମୋକ୍ରାଟ୍‌ ଦଳର ଭାରତୀୟ ବଂଶୋଦ୍ଭବଙ୍କ ଭାରତ ନେଇ ଚିନ୍ତା

ଡେମୋକ୍ରାଟ୍‌ ଦଳର ଭାରତୀୟ ବଂଶୋଦ୍ଭବଙ୍କ ଭାରତ ନେଇ ଚିନ୍ତା ନୂଆଦିଲ୍ଲୀ: ଜୁଲାଇ ୦୭: ରୁଷଠାରୁ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶମାନଙ୍କ ଉପରେ ଆମେରିକା ଲଗାଉଥିବା କଟକଣାରୁ ଭାରତକୁ ମୁକ୍ତ ରଖିବାକୁ ଆମେରିକାର ଜଣେ ପ୍ରଭାବଶାଳୀ କଂଗ୍ରେସ ସଦସ୍ୟ ରୋ ଖାନ୍ନା ଦାବି କରିଛନ୍ତି । ଖାନ୍ନା ହେଉଛନ୍ତି ଡେମୋକ୍ରାଟ ଦଳର ସଦସ୍ୟ ଥିବା ଜଣେ ଭାରତୀୟ ବଂଶୋଦ୍ଭବ । ସେ କହିଛନ୍ତି ଭାରତ ଏବେ ରୁଷର ମିଲିଟାରୀ ସାମଗ୍ରୀ ଉପରେ ଅତ୍ୟନ୍ତ ନିର୍ଭରଶୀଳ ଥିବାରୁ ଭାରତକୁ କଟକଣାରୁ ମୁକ୍ତ ରଖାଯିବା ଭାରତ-ଆମେରିକା ସାମରିକ ସହଯୋଗିତା ପାଇଁ ବେଶ ହିତକର […]
Read More...

Advertisement