ସିରିୟାରେ ଆଇଏସ୍‌ ଆକ୍ରମଣରେ ୨ ଆମେରିକୀୟ ସୈନ୍ୟ ସମେତ ୩ ମୃତ

ସିରିୟାରେ ଆଇଏସ୍‌ ଆକ୍ରମଣରେ ୨ ଆମେରିକୀୟ ସୈନ୍ୟ ସମେତ ୩ ମୃତ
Samaya Live Desk Picture
Published On

ପାଲମିରା: ସିରିୟାରେ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଆକ୍ରମଣରେ ୨ ଆମେରିକୀୟ ସୈନିକଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି।  ଆକ୍ରମଣରେ ଜଣେ ସ୍ଥାନୀୟ ଅନୁବାଦକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ତିନି ଜଣ ଆହତ ହୋଇଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ନିନ୍ଦା କରିବା ସହିତ ଏହାର କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ଓ ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ରଖାଯାଇଥିବା ତଥ୍ୟ ଅନୁଯାୟୀ ଜଣେ ଆଇଏସ୍‌ ଆତଙ୍କୀ ଏହି ଗୁଳିକାଣ୍ଡ ଘଟାଇଥିଲା।

Tags: