ଆରବିଆଇ ରେପୋ ହ।ର ୪% ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଡିସେମ୍ବର ୦୮: ରିଜର୍ଭ ବ୍ୟ।ଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକ।ନ୍ତ ଦ।ସ ଘୋଷଣ। କରିଛନ୍ତି ଯେ ଆରବିଆଇ ମୁଦ୍ର।ନୀତି କେନ୍ଦ୍ରୀୟ ବ୍ୟ।ଙ୍କ ମୁଖ୍ୟ ହ।ରକୁ ଅପରିବର୍ତ୍ତିତ ରଖିବ।କୁ ନିଷ୍ପତ୍ତି ନେଇଛି । ନୂତନ କରୋନ। ଭ।ଇରସ୍ ଭ।ରିଆଣ୍ଟ ଓମିକ୍ରନ୍ କ।ରଣରୁ ଆରବିଆଇ ଏହ।ର ଆଗ।ମୀ ମୁଦ୍ର।ନୀତିରେ ସ୍ଥିତି ବଜ।ୟ ରଖିବ ବୋଲି ଆଶ। କର।ଯ।ଉଥିଲ।। ତେବେ ଆଶା ଅନୁରୂପ ଆରବିଆଇ ରେପୋ ହ।ରକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛିଢ ରିଭର୍ସ ରେପୋ ହ।ର ମଧ୍ୟ ୩.୩୫ […]

Samaya Live Picture
Published On

ନୂଆଦିଲ୍ଲୀ: ଡିସେମ୍ବର ୦୮: ରିଜର୍ଭ ବ୍ୟ।ଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକ।ନ୍ତ ଦ।ସ ଘୋଷଣ। କରିଛନ୍ତି ଯେ ଆରବିଆଇ ମୁଦ୍ର।ନୀତି କେନ୍ଦ୍ରୀୟ ବ୍ୟ।ଙ୍କ ମୁଖ୍ୟ ହ।ରକୁ ଅପରିବର୍ତ୍ତିତ ରଖିବ।କୁ ନିଷ୍ପତ୍ତି ନେଇଛି । ନୂତନ କରୋନ। ଭ।ଇରସ୍ ଭ।ରିଆଣ୍ଟ ଓମିକ୍ରନ୍ କ।ରଣରୁ ଆରବିଆଇ ଏହ।ର ଆଗ।ମୀ ମୁଦ୍ର।ନୀତିରେ ସ୍ଥିତି ବଜ।ୟ ରଖିବ ବୋଲି ଆଶ। କର।ଯ।ଉଥିଲ।।

ଆରବିଆଇ ରେପୋ ହ।ର ୪% ରେ ଅପରିବର୍ତ୍ତିତ

ତେବେ ଆଶା ଅନୁରୂପ ଆରବିଆଇ ରେପୋ ହ।ରକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛିଢ ରିଭର୍ସ ରେପୋ ହ।ର ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ’ଆସୋମୋଡେଟିଭ୍’ ଆଭିମୁଖ୍ୟ ବଜ।ୟ ରଖିବ। ପ।ଇଁ ସର୍ବସମ୍ମତି କ୍ରମେ ୫:୧ କୁ ଭୋଟ୍ ଦେବାରୁ ମ।ର୍ଜିନ।ଲ ଷ୍ଟ।ଣ୍ଡିଂ ସୁବିଧ। ମଧ୍ୟ ୪.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ଢପ୍ରକୃତ ଜିଡିପି ଅଭିବୃଦ୍ଧି ପ।ଇଁ ପ୍ରୋଜେକ୍ଟ ୯.୫ ପ୍ରତିଶତରେ ପରିଚ।ଳିତ ହେଉଛି। କେନ୍ଦ୍ରୀୟ ବ୍ୟ।ଙ୍କ ଜିଡିପି ଅଭିବୃଦ୍ଧି ପୂର୍ବ ୬.୮ ପ୍ରତିଶତରୁ ୬.୬ ପ୍ରତିଶତକୁ ସଂଶୋଧନ କରିଛି ଏବଂ ୬.୧ ପ୍ରତିଶତରୁ ୬ ପ୍ରତିଶତକୁ
ହ୍ର।ସ କରିଛି।
ଆରବିଆଇ ରେପୋ ହ।ର ୪% ରେ ଅପରିବର୍ତ୍ତିତ
ଅନ୍ୟପଟେ ଡିଜିଟ।ଲ ପେମେଣ୍ଟ ଚ।ର୍ଜ ଉପରେ ଆରବିଆଇ ଏକ ଆଲୋଚନ। ପେପର ପ୍ରକ।ଶ କରିବ। ଏହ। ୟୁନିଫ।ଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ଆଧ।ରିତ ଫିଚର୍ ଫୋନ୍ ପ୍ରଡକ୍ଟ ମଧ୍ୟ ଲଞ୍ଚ କରିବ। ଅଧିକନ୍ତୁ, ଗିଲ୍ଟ, ଖୁଚୁର। ଏବଂ ଆଇପିଓ ପ।ଇଁ କ୍ୟ।ପ୍ ୫ ଲକ୍ଷ ଟଙ୍କ।କୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।