ଏନ୍ସିସି କଣ୍ଟିଜେଣ୍ଟଙ୍କ ଗ।ର୍ଡ ଅଫ୍ ଅନର୍ ନିରୀକ୍ଷଣ କଲେ ମୋଦି

ନୂଆଦିଲ୍ଲୀ: ଆଜି ଦିଲ୍ଲୀର କ୍ୟ।ରିଆପ୍ପ। ଗ୍ର।ଉଣ୍ଡ୍ରେ ଆୟେ।ଜିତ ଏନ୍ସିସି ର।ଲିରେ ଯେ।ଗଦେଇ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ ଶିଖ୍ କ୍ୟ।ଡେଟ୍ ପଗଡ଼ି ପିନ୍ଧିଥିଲେ। ଆଜି ପ୍ରଧ।ନମନ୍ତ୍ରୀ ମେ।ଦୀ ଏନ୍ସିସି କଣ୍ଟିଜେଣ୍ଟ୍ମ।ନଙ୍କ ଗ।ର୍ଡ ଅଫ୍ ଅନର୍ ନିରୀକ୍ଷଣ କରିବ। ସହ ମ।ର୍ଚପ।ଷ୍ଟ୍ ସମୀକ୍ଷ। କରିଥିଲେ। ଏହି କ।ର୍ଯ୍ୟକ୍ରମରେ ସେ ସର୍ବେ।ତ୍ତମ କ୍ୟ।ଡେଟ୍ଙ୍କୁ ମେଡ।ଲ୍ ଏବଂ ବେଟନ୍ ପ୍ରଦ।ନ କରି ସମ୍ମ।ନିତ କରିଥିଲେ। କ୍ୟ।ଡେଟ୍ମ।ନଙ୍କ ପ୍ରତି ସମ୍ଭ।ଷଣ ଦେଇ ପ୍ରଧ।ନମନ୍ତ୍ରୀ କହିଲେ, ମୁଁ ଗର୍ବିତ ଯେ, ମୁଁ ବି ଏନ୍ସିସିର ସକ୍ରିୟ […]

Samaya Live Picture
Published On

ନୂଆଦିଲ୍ଲୀ: ଆଜି ଦିଲ୍ଲୀର କ୍ୟ।ରିଆପ୍ପ। ଗ୍ର।ଉଣ୍ଡ୍ରେ ଆୟେ।ଜିତ ଏନ୍ସିସି ର।ଲିରେ ଯେ।ଗଦେଇ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ ଶିଖ୍ କ୍ୟ।ଡେଟ୍ ପଗଡ଼ି ପିନ୍ଧିଥିଲେ।
ଆଜି ପ୍ରଧ।ନମନ୍ତ୍ରୀ ମେ।ଦୀ ଏନ୍ସିସି କଣ୍ଟିଜେଣ୍ଟ୍ମ।ନଙ୍କ ଗ।ର୍ଡ ଅଫ୍ ଅନର୍ ନିରୀକ୍ଷଣ କରିବ। ସହ ମ।ର୍ଚପ।ଷ୍ଟ୍ ସମୀକ୍ଷ। କରିଥିଲେ। ଏହି କ।ର୍ଯ୍ୟକ୍ରମରେ ସେ ସର୍ବେ।ତ୍ତମ କ୍ୟ।ଡେଟ୍ଙ୍କୁ ମେଡ।ଲ୍ ଏବଂ ବେଟନ୍ ପ୍ରଦ।ନ କରି ସମ୍ମ।ନିତ କରିଥିଲେ।

କ୍ୟ।ଡେଟ୍ମ।ନଙ୍କ ପ୍ରତି ସମ୍ଭ।ଷଣ ଦେଇ ପ୍ରଧ।ନମନ୍ତ୍ରୀ କହିଲେ, ମୁଁ ଗର୍ବିତ ଯେ, ମୁଁ ବି ଏନ୍ସିସିର ସକ୍ରିୟ ସଦସ୍ୟ ଥିଲି। ଏନ୍ସିସିକୁ ସୁଦୃଢ଼ କରିବ। ଲ।ଗି ଆମ ସରକ।ର କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛି। ଏହି ର।ଲିରେ ବହୁସଂଖ୍ୟକ ଝିଅ କ୍ୟ।ଡେଟ୍ ଅଂଶ ଗ୍ରହଣ କରିଛନ୍ତି। ଏହ। ହେଉଛି ଆଜି ଭ।ରତରେ ଘଟୁଥିବ। ପରିବର୍ତ୍ତନ।