ଉତ୍ତର ପ୍ରଶାନ୍ତ ସାଗରରେ ୬.୮ ତୀବ୍ରତାର ଭୂକମ୍ପ  

ଉତ୍ତର ପ୍ରଶାନ୍ତ ସାଗରରେ ୬.୮ ତୀବ୍ରତାର ଭୂକମ୍ପ  
Samaya Live Desk Picture
Published On

ନୂଆଦିଲ୍ଲୀ : ଉତ୍ତର ପ୍ରଶାନ୍ତ ସାଗରରେ ‌ଶୁକ୍ରବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଏନସିଏସ୍‌ (ନେସନାଲ ସେଣ୍ଟର ଫର ସେସ୍‌ମୋଲୋଜି) ଅନୁଯ‌‌ାୟୀ ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୮ ରହିଛି।  ଶୁକ୍ରବାର ସକାଳ ୮.୧୪ ସମୟରେ ୪୦ କିମି ଗଭୀରତାରେ ଭୂକମ୍ପ ହୋଇଛି।  ଉଲ୍ଲେଖଯୋଗ୍ୟ ଯେ ଗତ ୩ ଦିନ ତଳେ ଡିସେମ୍ବର ୯ ତାରିଖରେ ଏହି ସମାନ ଅଞ୍ଚଳରେ ୬.୫ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା।  
  

Tags: