ମହାରାଷ୍ଟ୍ରରେ ମହାମେଣ୍ଟ
ରାଜନୀତିରେ କିଏ କାହାର ଚିର ଶତ୍ରୁ ନୁହେଁ କି କିଏ କାହାର ଘନିଷ୍ଠ ବନ୍ଧୁ ନୁହୋଁ ଏମିତି କିଛି ଦେଖିବାକୁ ମିଳିଛି ମହାରାଷ୍ଟ୍ରରନଗର ନିଗମ ନିର୍ବାଚନରୋ ଯିଏ ଦିନେ କଟର ଶତ୍ରୁ ଥିଲେ ଆଜି ସିଏ ମିତ୍ର ପାଲଟି ଯାଇଛନ୍ତିା ଭାରତ ରାଜନୀତିରେ ବିଜେପିର ଯଦି କିଏ କଟର ଶତ୍ରୁ ଥାଏ ସେ ହେଉଛି କଂଗ୍ରେସା କିନ୍ତୁ ମହାରାଷ୍ଟ୍ର ରାଜନୀତିରେ ଏମିତି କିଛି ଝଡ ଆସିଛି ଯାହା ରାଜନୀତିର ସବୁ ସମୀକରଣକୁ ବଦଳାଇ ଦେଇଛିା ଦୀର୍ଘ ବର୍ଷର ବ୍ୟବଧାନ ପରେ ଉଦ୍ଧବ ଏବଂ ରାଜ ଠାକରେ ଏକାଠି ଦେଖାଦେଇଥିବାବେଳେ ବର୍ତମାନ ବିଜେପିର କଟର ବିରୋଧୀ କଂଗ୍ରେସ ବର୍ତମାନ ବିଜେପି ସହ ଗଠବନ୍ଧନ କରିବାକୁ ବସିଛିା ଦିନକୁ ଦିନ ଦିନ ବିଏମସି ନିର୍ବାଚନର ସମୀକରଣ ବଦଳିବାରେ ଲାଗିଛିା ବିଜେପି ବର୍ତମାନ କଳ ବଳ କୈଷଳ ବ୍ୟବହାର କରି ବିଏମସିକୁ ହାତେଇବାକୁ ଚେଷ୍ଟା କରୁଛିା ଆଉ କେଇଟା ଦିନ ପରେ ପଡିବ ମହାରାଷ୍ଟ୍ର ବିଏମସି ନିର୍ବାଚନର ଭୋଟ୍ା ଯାହାକୁ ନେଇ ସାରା ରାଜ୍ୟର ରାଜନୀତି ଏବେ ଉଠୁଛି ପଡୁଛିା ମହାରଷ୍ଟ୍ର ନଗର ନିଗମ ନିର୍ବାଚନକୁ ନେଇ ଏମିତି ରୋଚକ ଖବର ସାମ୍ନାକୁ ଆସୁଛି ଯାହାକୁ କେହି କେବେ କଳ୍ପନା ମଧ୍ୟ କରିନଥିବୋ ଏମିତି ଏକ ଗଠବନ୍ଧନ ବା ମହାୟୂତି ହୋଇଛି ଯାହାକୁ କେହି କେବେ ଭାବିବି ନଥିବୋ ରାଜନୈତିକ ବିଶେଷଜ୍ଞ ବି ଆଶ୍ଚର୍ଯ୍ୟ ଅଛନ୍ତିା ଏହି କଥାକୁ ରାଜନେତା ମାନେ ଗ୍ରହଣ ମଧ୍ୟ କରିପାରୁନାହାଁନ୍ତିା ତେବେ ପ୍ରଶ୍ନ ହେଉଛି ଯେ, ନଗର ନିଗମ ନିର୍ବାଚନ ପୂର୍ବରୁ ଏମିତି କଣ ହେଲା ଯାହାକୁ ନେଇ ମୁମ୍ବାଇରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା ହେଉଛିା
ମହାରାଷ୍ଟ୍ରରେ ବିଜେପି ଖେଳୁଛି ବଡ ଗେମା ଏବେ ବିଜେପି କଂଗ୍ରେସ ଓ ଏଆଇଏମଆଇଏମ ସହ ହାତ ମିଶାଇ ଦେଇଛିା ଏହି ମେଂଟର ପ୍ରଭାବ ଦୁଇଟି ଅଂଚଳକୁ ନେଇ ରହିଛିା ଗୋଟିଏ ହେଲା ଅମରନାଥ ଅନ୍ୟଟି ହେଲାଆକୋଟା ପ୍ରଥମେ ଆଲୋଚନା କରିବା ଅମ୍ବରନାଥ କଥାା ଏଠି ଖେଳ ଏମିତି ଖେଳା ଗଲା ଫଳରେ ବିଜେପି କଂଗ୍ରେସ ଏକାଠି ହୋଇଗଲୋ ୫୯ ଆସନ ବିଶିଷ୍ଟ ଅମ୍ବରନାଥ ପୌର ପରିଷଦରେ ଶିବସେନା ୨୭ଟି ଆସନ ଜିତି ଏକ ବଡ ସଫଳତା ହାସଲ କରିଛିା ବିଜେପି ୧୪ଟି ଆସନ ସହିତ ଦ୍ୱିତୀୟ ସ୍ଥାନରେ ଥିଲାା ଆଉ ଏଇଠି ବିଜେପି ଖେଳିଲା ବଡ ଗେମା ଏହା ୧୨ ଟି ଆସନ ବିଶିଷ୍ଟ କଂଗ୍ରେସ ଏବଂ ୪ ଟି ଆସନ ବିଶିଷ୍ଟ ଏନସିପି ସହିତ ହାତ ମିଳାଇ ବହୁମତ ହାସଲ କଲାା ଫଳରେ ଏକ ବଡ ବିଜୟ ହାସଲ କଲାା ଏଠି ବିଜେପି ସଭାପତି ନିର୍ବାଚିତ ହେଲେ। ବିଜେପି ଏହି ମେଣ୍ଟର ନାମ ଦେଇଥିଲା ଅମ୍ବରନାଥ ବିକାଶ ଆଗାଡି। ଏଠି ବିଜେପି ଯେଉଁ ଦଳ ବିରୁଦ୍ଧରେ ଛିଡା ହୋଇଥିଲା ସେହି ଦଳ ବିରୁଦ୍ଧରେ ନିଜର ରାଜନୈତିକ ଅଭିଯାନ ଗଢ଼ିଥିଲା, ଏବେ କ୍ଷମତା ହାସଲ କରିବା ପାଇଁ ଅମ୍ବରନାଥରେ କଂଗ୍ରେସ ସହିତ ହାତ ମିଶାଇଛି ।ଏହିଭଳି ସମାନ ଖେଳ ବିଜେପି ଖେଳିଛି ଆକୋଲା ଜିଲ୍ଲାର ଆକୋଟ ନିର୍ବାଚନମଣ୍ଡଳୀରୋ ସେଥି ବିଜେପି ଏଆଇଏଆଇମ ସହ ବି ମେଂଟ କରି ସମସ୍ତିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛିା ୩୫ ଆସନ ବିଶିଷ୍ଟ ଆକୋଟ ପୌର ପରିଷଦରେ, ବିଜେପି ୧୧ଟି ଆସନ ଏବଂ ଇଓଗଓଗ ପାଞ୍ଚଟି ଆସନ ଜିତିଛି।ଏହି ମେଣ୍ଟକୁ ଉଦ୍ଧବ ଗୋଷ୍ଠୀର ଦୁଇଟି ଦଳ, ସିନ୍ଦେ ସେନାର ଗୋଟିଏ, ଏନସିପିର ଉଭୟ ଗୋଷ୍ଠୀର ତିନୋଟି ଏବଂ ଅନ୍ୟ ତିନୋଟି ଦଳ ସମର୍ଥନ ମିଳିଥିଲା ଆଉ ଏଠି ବି ଗଠବନ୍ଧନକୁ ବହୁମତ ମିଳିଥିଲାା
ମହାରଷ୍ଟ୍ରରେ କିଛି ଦିନ ପୂର୍ବରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲାା ଆଉ ସେବେଠୁ ମହାରାଷ୍ଟ୍ର ରାଜନୀତି ଉଠୁଛି ପଡୁଛିା କେତେବେଳେ ପର ଲୋକ ନିଜର ନିଜ ଲୋକ ପର ହୋଇଗଲେ ତାହା ଜଣା ପଡିଲାନି । ବର୍ଷ ବର୍ଷର ଶତ୍ରୁ ଏବେ ପାଲଟି ଗଲେ ମିତ୍ରା ଯେତେବେଳେ ଏହି ମହାଗଠବନ୍ଧନର ଖବର ସାମ୍ନାକୁ ଆସିବା ପରେ ବଡ ବଡ ନେତାଙ୍କର ହୋସ ଉଡିଯାଇଛିା



