ଭାରତୀୟ ଯୁଦ୍ଧ ବିମାନ 'ତେଜସ' ଦୁର୍ଘଟଣା ଗ୍ରସ୍ତ

ଭାରତୀୟ ଯୁଦ୍ଧ ବିମାନ 'ତେଜସ' ଦୁର୍ଘଟଣା ଗ୍ରସ୍ତ
Samaya Live News Picture
Published On

ନୂଆଦିଲ୍ଲୀ : ଦୁବାଇ ଏୟାର ଶୋ'ରେ ଘଟିଲା ବଡ଼ ଅଘଟଣ । କୌଶଳ ପ୍ରଦର୍ଶନ ବେଳେ ଭାରତୀୟ ଯୁଦ୍ଧ ବିମାନ 'ତେଜସ' ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ଦିନ ୨.୧୦ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାପରେ ସମଗ୍ର ଅଂଚଳ ଧୁଆଁମୟ ହୋଇଯାଇଥିଲା । ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦୁର୍ଘଟଣା ସମୟରେ ପାଇଲଟ୍ ବାହାରକୁ ବାହାରି ଆସିଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Tags: