ହାଇଦ୍ରାବାଦ ବିମାନବନ୍ଦରକୁ ଆସୁଥିବା ୩ଟି ବିମାନକୁ ବୋମା ଧମକ   

ହାଇଦ୍ରାବାଦ ବିମାନବନ୍ଦରକୁ ଆସୁଥିବା ୩ଟି ବିମାନକୁ ବୋମା ଧମକ   

ନୂଆଦିଲ୍ଲୀ : ସୋମବାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦୁଇଟି ଅନ୍ତର୍ଜାତୀୟ ସମେତ ବିଭିନ୍ନ ସହରରୁ ଆସୁଥିବା ତିନୋଟି ବିମାନକୁ ବୋମା ଧମକ ମିଳିଛି। ରବିବାର ବିଳମ୍ବିତ ରାତିରେ ବିମାନବନ୍ଦରକୁ ହିଥ୍ରୋରୁ ବ୍ରିଟିଶ ଏୟାରୱେଜ୍ (BA 277), ଫ୍ରାଙ୍କଫର୍ଟରୁ ଲୁଫ୍ଥାନସା (LH 752) ଏବଂ କନ୍ନୁରରୁ ଇଣ୍ଡିଗୋର 6E 7178 କୁ ଟାର୍ଗେଟ କରି ଇମେଲ୍ ମିଳିଥିଲା। ବିମାନବନ୍ଦର ସୂତ୍ରରୁ ଜଣାପଡ଼ିଛି ଯେ ସମସ୍ତ ବିମାନ ସୁରକ୍ଷିତ ଭାବରେ ଅବତରଣ କରିଛି। ସୋମବାର ଭୋର ସମୟରେ ଦୁଇଟି ଆନ୍ତର୍ଜାତୀୟ ବିମାନ  ଅବତରଣ କରିଥିଲା। 

ସମ୍ବନ୍ଧିତ ଖବର ଅଲ ଖାର୍ଜରେ ହୋଇଥିବା ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ ହୋଇନି

Related Posts