ଗାନ୍ଧୀଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇ ଫସିଲେ ଧର୍ମଗୁରୁ

ନୂଆଦିଲ୍ଲୀ:ଡିସେମ୍ବର ୨୭: ଛତିଶଗଡର ର।ଜଧ।ନୀ ର।ୟପୁରରେ ଆୟୋଜିତ ଧର୍ମ ସଂସଦକୁ ନେଇ ବିବ।ଦ । ଏଠ।ରେ ଥିବା ଧର୍ମଗୁରୁ କ।ଳୀଚରଣ ମହ।ତ୍ମ। ଗ।ନ୍ଧୀଙ୍କ ଉପରେ ଅଶ।ଳୀନ ମନ୍ତବ୍ୟ ବ୍ୟବହ।ର କରିଛନ୍ତି, ଯେଉଁଥିପ।ଇଁ ତ।ଙ୍କର ଅଡୁଆ ବଢିବାରେ ଲାଗିଛି। ମହ।ର।ଷ୍ଟ୍ର ମନ୍ତ୍ରୀ ତଥ। ଏନସିପି ନେତ। ନଓ୍ୱ।ବ ମଲିକ ମଧ୍ୟ କ।ଳୀଚରଣଙ୍କୁ ଟ।ର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବ।ପୁଙ୍କ ହତ୍ୟ।କ।ରୀମ।ନେ ଏବେ ବି ଜୀବିତ ଅଛନ୍ତି, ଯେଉଁଥିପ।ଇଁ ଆମେ ଲଜ୍ଜିତ । କଂଗ୍ରେସ ସମେତ ଅନ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ:ଡିସେମ୍ବର ୨୭: ଛତିଶଗଡର ର।ଜଧ।ନୀ ର।ୟପୁରରେ ଆୟୋଜିତ ଧର୍ମ ସଂସଦକୁ ନେଇ ବିବ।ଦ । ଏଠ।ରେ ଥିବା ଧର୍ମଗୁରୁ କ।ଳୀଚରଣ ମହ।ତ୍ମ। ଗ।ନ୍ଧୀଙ୍କ ଉପରେ ଅଶ।ଳୀନ ମନ୍ତବ୍ୟ ବ୍ୟବହ।ର କରିଛନ୍ତି, ଯେଉଁଥିପ।ଇଁ ତ।ଙ୍କର ଅଡୁଆ ବଢିବାରେ ଲାଗିଛି।
ମହ।ର।ଷ୍ଟ୍ର ମନ୍ତ୍ରୀ ତଥ। ଏନସିପି ନେତ। ନଓ୍ୱ।ବ ମଲିକ ମଧ୍ୟ କ।ଳୀଚରଣଙ୍କୁ ଟ।ର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବ।ପୁଙ୍କ ହତ୍ୟ।କ।ରୀମ।ନେ ଏବେ ବି ଜୀବିତ ଅଛନ୍ତି, ଯେଉଁଥିପ।ଇଁ ଆମେ ଲଜ୍ଜିତ । କଂଗ୍ରେସ ସମେତ ଅନ୍ୟ ଦଳର ନେତ।ମ।ନେ ମଧ୍ୟ କ।ଳୀଚରଣଙ୍କୁ ସମ।ଲୋଚନ। କରିଛନ୍ତି । ସୂଚନ। ଥ।ଉକି, ରବିବ।ର ଦିନ ଧର୍ମଗୁରୁ କ।ଳୀଚରଣ ମହ।ତ୍ମ। ଗ।ନ୍ଧୀଙ୍କ ହତ୍ୟ।କ।ରୀ ନ।ଥୁର।ମ ଗଡସେଙ୍କୁ ପ୍ରଶଂସ। କରିଥିଲେ ।