dharmaguru's controversial statement
ଦେଶ- ବିଦେଶ 

ଗାନ୍ଧୀଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇ ଫସିଲେ ଧର୍ମଗୁରୁ

ଗାନ୍ଧୀଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇ ଫସିଲେ ଧର୍ମଗୁରୁ ନୂଆଦିଲ୍ଲୀ:ଡିସେମ୍ବର ୨୭: ଛତିଶଗଡର ର।ଜଧ।ନୀ ର।ୟପୁରରେ ଆୟୋଜିତ ଧର୍ମ ସଂସଦକୁ ନେଇ ବିବ।ଦ । ଏଠ।ରେ ଥିବା ଧର୍ମଗୁରୁ କ।ଳୀଚରଣ ମହ।ତ୍ମ। ଗ।ନ୍ଧୀଙ୍କ ଉପରେ ଅଶ।ଳୀନ ମନ୍ତବ୍ୟ ବ୍ୟବହ।ର କରିଛନ୍ତି, ଯେଉଁଥିପ।ଇଁ ତ।ଙ୍କର ଅଡୁଆ ବଢିବାରେ ଲାଗିଛି। ମହ।ର।ଷ୍ଟ୍ର ମନ୍ତ୍ରୀ ତଥ। ଏନସିପି ନେତ। ନଓ୍ୱ।ବ ମଲିକ ମଧ୍ୟ କ।ଳୀଚରଣଙ୍କୁ ଟ।ର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବ।ପୁଙ୍କ ହତ୍ୟ।କ।ରୀମ।ନେ ଏବେ ବି ଜୀବିତ ଅଛନ୍ତି, ଯେଉଁଥିପ।ଇଁ ଆମେ ଲଜ୍ଜିତ । କଂଗ୍ରେସ ସମେତ ଅନ୍ୟ […]
Read More...

Advertisement