୪ରାଜ୍ୟ ପାଇଁ ସଭାପତି ଘୋଷଣା କଲା ବିଜେପି

୪ରାଜ୍ୟ ପାଇଁ ସଭାପତି ଘୋଷଣା କଲା ବିଜେପି
Samaya Live News Picture
Published On

ନୂଆଦିଲ୍ଲୀ : ୪ ଟି ରାଜ୍ୟର ପାଇଁ ସଭାପତି ଘୋଷଣା କଲା ଭାରତୀୟ ଜନତା ପାର୍ଟି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ତରଫରୁ ପଞ୍ଜାବ, ହରିଆଣା ,ଦିଲ୍ଲୀ  ଏବଂ ତ୍ରିପୁରାରେ ସଭାପତି ଘୋଷଣା କରାଯାଇଛି । ଏହି କ୍ରମରେ ଦିଲ୍ଲୀ ପାଇଁ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଦାୟିତ୍ୱ ମିଳିଛି ଏହା ପୂର୍ବରୁ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଥିଲେ ବୀରେନ୍ଦ୍ର ସଚଦେବା । ସେହିଭଳି ପଞ୍ଜାବରେ କେବଲ ସିଂ ଢୀଲନ , ତ୍ରିପୁରା ପାଇଁ ଅଭିଷେକ ଦେବରାୟ ଏବଂ ହରିଆଣା ପାଇଁ ଅର୍ଚ୍ଚନା ଗୁପ୍ତାଙ୍କୁ ସଭାପତି ଦାୟିତ୍ୱ ମିଳିଛି । 

Tags: