ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟାନଙ୍କୁ କ୍ଲିନ୍ଚିଟ୍
ମୁମ୍ବାଇ: ମେ ୨୭: କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟାନ ଖାନ୍ଙ୍କୁ ଏନ୍ସିବି ପକ୍ଷରୁ କ୍ଲିନ୍ଚିଟ୍ ମିଳିଛି । ତେବେ ଏହି କ୍ଲିନ୍ଚିଟ୍ରେ ଆର୍ୟାନଙ୍କ ନାମ ରହିନଥିବା ସୂଚନା ମଳିଛି । ସୂଚନା ଥାଉଯେ, ଅକ୍ଟୋବର ମାସ ଆରମ୍ଭରେ କ୍ରୁଜ୍ ଜାହାଜରେ ଚଢ଼ାଉ ହୋଇଥିଲା । ସେଠାରେ ଆର୍ୟାନ ଖାନ୍ ଡ୍ରଗ୍ସ ମାଲାରେ ସାମିଲ୍ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା ଓ ପରେ […]
ମୁମ୍ବାଇ: ମେ ୨୭: କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟାନ ଖାନ୍ଙ୍କୁ ଏନ୍ସିବି ପକ୍ଷରୁ କ୍ଲିନ୍ଚିଟ୍ ମିଳିଛି । ତେବେ ଏହି କ୍ଲିନ୍ଚିଟ୍ରେ ଆର୍ୟାନଙ୍କ ନାମ ରହିନଥିବା ସୂଚନା ମଳିଛି ।
ସୂଚନା ଥାଉଯେ, ଅକ୍ଟୋବର ମାସ ଆରମ୍ଭରେ କ୍ରୁଜ୍ ଜାହାଜରେ ଚଢ଼ାଉ ହୋଇଥିଲା । ସେଠାରେ ଆର୍ୟାନ ଖାନ୍ ଡ୍ରଗ୍ସ ମାଲାରେ ସାମିଲ୍ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା ଓ ପରେ ତାଙ୍କୁ ଗିରଫ କରାଯାଇ ମୁମ୍ବାଇ ଆଥର୍ର୍ ରୋଡ୍ ଜେଲ୍ରେ ରଖାଯାଇଥିଲା । ତେବେ ୧୪ ଗୋଟି ସର୍ତ୍ତ ଭିତ୍ତିରେ ବମ୍ବେ କୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲା ।




