Aryan Khan Gets Clean Chit In Drugs-On-Cruise Case
ଦେଶ- ବିଦେଶ 

ଡ୍ରଗ୍‌ସ ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟାନଙ୍କୁ କ୍ଲିନ୍‌ଚିଟ୍‌

ଡ୍ରଗ୍‌ସ ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟାନଙ୍କୁ କ୍ଲିନ୍‌ଚିଟ୍‌ ମୁମ୍ବାଇ: ମେ ୨୭: କ୍ରୁଜ୍‌ ଡ୍ରଗ୍‌ସ ମାମଲାରେ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟାନ ଖାନ୍‌ଙ୍କୁ ଏନ୍‌ସିବି ପକ୍ଷରୁ କ୍ଲିନ୍‌ଚିଟ୍‌ ମିଳିଛି । ତେବେ ଏହି କ୍ଲିନ୍‌ଚିଟ୍‌ରେ ଆର୍ୟାନଙ୍କ ନାମ ରହିନଥିବା ସୂଚନା ମଳିଛି । ସୂଚନା ଥାଉଯେ, ଅକ୍‌ଟୋବର ମାସ ଆରମ୍ଭରେ କ୍ରୁଜ୍‌ ଜାହାଜରେ ଚଢ଼ାଉ ହୋଇଥିଲା । ସେଠାରେ ଆର୍ୟାନ ଖାନ୍‌ ଡ୍ରଗ୍‌ସ ମାଲାରେ ସାମିଲ୍‌ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା ଓ ପରେ […]
Read More...

Advertisement