in bhubaneswar
ଓଡ଼ିଶା 

ଭୁବନେଶ୍ୱର : ଇ-ସ୍କୁଟର ସୋରୁମ ରେ ଲାଗିଲା ନିଆଁ

ଭୁବନେଶ୍ୱର : ଇ-ସ୍କୁଟର ସୋରୁମ ରେ ଲାଗିଲା ନିଆଁ ଭୁବନେଶ୍ୱର:ପୁଣି ଇଲେକ୍ଟ୍ରିକ ସୋରୁମ ରେ ଲାଗିଲା ନିଆଁ I ଘଟଣା ଘଟିଛି ଭୁବନେଶ୍ୱରରେ ଥିବା ବମିଖାଲସ୍ଥିତ ପିଓର କେକେ ଟ୍ରେଡିଂ ଇ-ଯାନ ସୋରୁମରେ I ତେବେ ବ୍ୟାଟେରୀ ଚାର୍ଜ ସମୟରେ ଏହି ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି I ଏହି ଅଗ୍ନିକାଣ୍ଡରେ ବହୁ ଗାଡ଼ି ପୋଡ଼ି ଯାଇଥିବା ବେଳେ କୌଣସି ଜୀବନହାନୀ ହୋଇ ନଥିବା ଜଣାଯାଇଛି । ସୂଚନା ପାଇ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଶୋ’ ରୁମ୍‌ର ଅଗ୍ନି […]
Read More...

Advertisement