In Accident
ଦେଶ- ବିଦେଶ 

ସଡକ ଦୁର୍ଘଟଣାରେ ଯୋଗୀ ଆଦିତ୍ୟନାଥଙ୍କ ଓଏସଡି ଙ୍କ ମୃତ୍ୟୁ ,ପତ୍ନୀ ଗୁରୁତର

ସଡକ ଦୁର୍ଘଟଣାରେ ଯୋଗୀ ଆଦିତ୍ୟନାଥଙ୍କ ଓଏସଡି ଙ୍କ ମୃତ୍ୟୁ ,ପତ୍ନୀ ଗୁରୁତର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ I ଓଏସଡି ମୋତିଲାଲ ସିଂହ ଏବଂ ତାଙ୍କ ପତ୍ନୀ କାରରେ ଯାଉଥିବା ବେଳେ ବସ୍ତି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କାର ରୀ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ଦେହରେ ବାଡେଇ ହୋଇଯାଇଥିଲେ I ଏଥିରେ ମୋତିଲାଲ ସିଂହ ଙ୍କର ମୃତ୍ୟୁ ହେବା ସହିତ ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଗୋରଖପୁର ମେଡିକଲ […]
Read More...

Advertisement