immune booster
ସ୍ୱାସ୍ଥ 

ଚା ପତିର ବହୁଳ ବ୍ୟବହାର

ଚା ପତିର ବହୁଳ ବ୍ୟବହାର ଚା’ କେବଳ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଏହାର ପତି ମଧ୍ୟ ବିଶେଷ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଏପରିକି ଘରର ଆସବାବପତ୍ର ସଫା କରିବା ଠାରୁ ଆରମ୍ଭ କରି ମଟନ୍‌ ରାନ୍ଧିବା ପର୍ଯ୍ୟନ୍ତ ସବୁକିଛିରେ ଉପଯୋଗୀ ହୋଇପାରେ ଚା ପତି । -ଚା’ର ଔଷଧୀୟ ଗୁଣ ଏବଂ ରଙ୍ଗ ଯୋଗୁଁ କାଠରେ ନିର୍ମିତ ଆସବାବପତ୍ରକୁ ପଲିସି କରିବା ପାଇଁ ଏହାର ପତିକୁ ବ୍ୟବହାର କରାଯାଏ । ପ୍ରଥମେ ଆପଣ ଚା’ ପତିକୁ ଭଲ […]
Read More...

Advertisement