IMF
ବାଣିଜ୍ୟ 

ଆଇଏମ୍‌ଏଫ ଡେପୁଟି ଏମ୍‌ଡି ହେଲେ ଗୀତା ଗୋପୀନାଥ

ଆଇଏମ୍‌ଏଫ ଡେପୁଟି ଏମ୍‌ଡି ହେଲେ ଗୀତା ଗୋପୀନାଥ ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଗୌବାନ୍ୱିତ କରିଛନ୍ତି । ତାଙ୍କୁ ଆଇଏମ୍‌ଏଫ୍‌ ଅର୍ଥାତ୍‌ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଦ୍ୱିତୀୟ ଶ୍ରେଷ୍ଠ ପଦବୀରେ ନିଯୁକ୍ତ କରାଯାଇଛି । ଅର୍ଥାତ୍‌ ଗୋପୀନାଥ ଖୁବଶୀଘ୍ର ଆଇଏମଏଫ୍‌ ଉପପରିଚାଳନା ନିର୍ଦ୍ଦେଶକ ବା ଡେପୁଟି ଏମ୍‌ଡି ହେବାକୁ ଯାଉଛନ୍ତି । ବର୍ତ୍ତମାନ ସେ ଆଇଏମ୍‌ଏଫ୍‌ର ପ୍ରଥମ ମହିଳା ମୁଖ୍ୟ ଅର୍ଥନୀତିଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି । ଜାନୁଆରୀରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା ଏବଂ […]
Read More...

Advertisement