IMD report
ଓଡ଼ିଶା 

ଆସନ୍ତାକାଲି ଆଉ ଏକ ଲଘୁଚାପ, ରାଜ୍ୟରେ ରାତ୍ରି ତାପମାତ୍ରା ବଢ଼ିବ

ଆସନ୍ତାକାଲି ଆଉ ଏକ ଲଘୁଚାପ, ରାଜ୍ୟରେ ରାତ୍ରି ତାପମାତ୍ରା ବଢ଼ିବ ଭୁବନେଶ୍ୱର: ନଭେମ୍ବର ୧୨: ଆସନ୍ତାକାଲି ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ଏହାରି ପ୍ରଭାବରେ ଶୀତ କମିବ ଏବଂ ଦିନରେ ଆକାଶ ମେଘାଚ୍ଛ ନ୍ନ ରହିବ । ପାଣିପାଗ ସୂଚନା ଅନୁସାରେ, ଆସନ୍ତିାକାଲି ସୃଷ୍ଟି ହେଉଥିବା ଲଘୁଚାପ ଯୋଗୁଁ ରବିବାର ଯାଏ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବ । ଏହି ଲଘୁଚାପ ଧୀରେ ଧୀରେ ପଶ୍ଚିମ- ଉତ୍ତରପଶ୍ଚିମ ଆଡକୁ ଗତି କରି ଅଧିକ ଘନୀଭୂତ ହେବ […]
Read More...

Advertisement