ICC Players rankings
ଖେଳ 

ଆଇସିସି ଟି-୨୦ ର୍ୟାଙ୍କିଙ୍ଗ୍‌,ଶୀର୍ଷରେ ସୂର୍ଯ୍ୟ କୁମାର

ଆଇସିସି ଟି-୨୦ ର୍ୟାଙ୍କିଙ୍ଗ୍‌,ଶୀର୍ଷରେ ସୂର୍ଯ୍ୟ କୁମାର ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଟି-୨୦ ର୍ୟାଙ୍କିଙ୍ଗ୍‌ ତାଲିକା ଘୋଷଣା କରାଯାଇଛି । ଚଳିତ ଟି-୨୦ ବିଶ୍ୱକପରେ ଦମଦାର ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆର ସୂର୍ଯ୍ୟକୁମାର ଯାଦବ ପୂର୍ବଭଳି ୧ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ମାତ୍ର ୧୪ ରନ କରିଥିବାରୁ ରେଟିଂ ପଏଣ୍ଟରେ ହ୍ରାସ ଘଟିଛି । ସେ ୮୫୯ ପଏଣ୍ଟ ସହ ଏବେବି ୧ ନମ୍ବର ସ୍ଥାନରେ ରହିଛନ୍ତି । ପୂର୍ବରୁ ତାଙ୍କ ପଏଣ୍ଟ […]
Read More...

Advertisement