I-T Survey Underway At BBC Offices In India
ଦେଶ- ବିଦେଶ 

ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଦ୍ୱିତୀୟ ଦିନ ପାଇଁ ଚାଲଛି ରେଡ

ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଦ୍ୱିତୀୟ ଦିନ ପାଇଁ ଚାଲଛି ରେଡ ନୂଆଦିଲ୍ଲୀ : ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ୨ୟ ଦିନ ପାଇଁ ଚାଲିଛି ଆଇଟି ରେଡ୍ । ଗତକାଲିଠୁ ଦିଲ୍ଲୀ, ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗର ସ୍ୱତନ୍ତ୍ର ଟିମର ଚଢାଉ ଚାଲିଛି । ମିଳିଥିବା ସୂଚନା ମୁତାବକ ଆୟକର ବିଭାଗର ଏକ ବଡ଼ ଟିମ୍‌ ବିବିସି କାର୍ଯ୍ୟାଳୟରେ ରେଡ୍‌ କରିବା ସହ ଟିକସ ଫାଙ୍କିବା ନେଇ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରୁଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସିସିର କାର୍ଯ୍ୟାଳୟକୁ ସିଲ୍ କରାଯାଇଛି […]
Read More...

Advertisement