Humanity again in Dumka
ଦେଶ- ବିଦେଶ  ଅପରାଧ 

ଏକତରଫା ପ୍ରେମର ଆଉ ଏକ ନାରକୀୟକାଣ୍ଡ: ବିବାହରେ ରାଜି ନହେବାରୁ ଝିଅକୁ ଜୀଅନ୍ତା ଜାଳି ଦେଲା ଯୁବକ

ଏକତରଫା ପ୍ରେମର ଆଉ ଏକ ନାରକୀୟକାଣ୍ଡ: ବିବାହରେ ରାଜି ନହେବାରୁ ଝିଅକୁ ଜୀଅନ୍ତା ଜାଳି ଦେଲା ଯୁବକ ରାଞ୍ଚି: ପୁଣି ଝାଡଖଣ୍ଡର ଦୁମକାରେ ଏକତରଫା ପ୍ରେମକୁ ନେଇ ଜଣେ ଯୁବତୀ ବଳି ପଡ଼ିଛି । ଗତ ଅଗଷ୍ଟରେ ଏକତରଫା ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଶୋଇଥିବା ଅବସ୍ଥାରେ ଝିଅ ଉପରେ ପେଟ୍ରୋଲ୍‌ ଢ଼ାଳି ଜାଳି ଦେଇଥିଲା । ଝିଅଟି ଶରୀର ୯୦ ପ୍ରତିଶତ ଜଳିଯାଇଥିଲା ଓ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ସେ ମୃତୁ୍ୟବରଣ କରିଥିଲା । ଦୁମୁକାରେ ଏହିପରି କାଣ୍ଡର ପୁନରାବୃତ୍ତି ହୋଇଛି । ବିବାହ ପ୍ରସ୍ତାବରେ ଝିଅ ରାଜି ନହେବାରୁ ଆଗରୁ […]
Read More...

Advertisement