Huazhong University of Science and Technology
Feature 

ବିଶ୍ୱର ସବୁଠୁ ଥଣ୍ଡା କପଡ଼ା

ବିଶ୍ୱର ସବୁଠୁ ଥଣ୍ଡା କପଡ଼ା ଜାପାନ: ଖରାଦିନେ ଆପଣଙ୍କୁ ସିଲ୍‌କ ଅପେକ୍ଷା ସୂତା କପଡ଼ା ଅଧିକ ଥଣ୍ଡା ରଖିବ । ନିକଟରେ ଏପରି କପଡ଼ାକୁ ପ୍ରସ୍ତୁତ କରିଛନ୍ତି ଜାପାନ ବୈଜ୍ଞାନିକ । ସେମାନେ ଏହିପରି ଏକ ସିଲ୍‌କ କପଡ଼ା ପ୍ରସ୍ତୁତ କରିଛନ୍ତି, ଯାହା ସୂତା କପଡ଼ା ତୁଳନାରେ ତାପମାତ୍ରାକୁ ୧୨.୫ ଡିଗ୍ରୀ ସେଲସିୟସ୍‌ ହ ୍ରାସ କରିଥାଏ । ଏତେ ମାତ୍ରାରେ ତାପମାତ୍ରା ହ୍ରାସ କରିପାରିଥିବାକୁ ଏହି କପଡ଼ା ଗ୍ରୀଷ୍ମଦିନେ ଶରୀରକୁ ଆରାମ ପ୍ରଦାନ କରିବ । ଚୀନର ‘ନାନଜିଙ୍ଗ ବିଶ୍ୱବିଦ୍ୟାଳୟ’ର ଅନୁସନ୍ଧାନକାରୀ ଏବଂ […]
Read More...

Advertisement