HS Prannoy seals semifinal
ଖେଳ 

ମାଲେସିଆ ମାଷ୍ଟର୍ସ: ସେମିରେ ପ୍ରଣୟ, ବିଦା ହେଲେ ସିନ୍ଧୁ

ମାଲେସିଆ ମାଷ୍ଟର୍ସ: ସେମିରେ ପ୍ରଣୟ, ବିଦା ହେଲେ ସିନ୍ଧୁ କ୍ୱାଲାଲମ୍ପୁର : ମାଲେସିଆ ମାଷ୍ଟର୍ସ ସୁପର-୫୦୦, ଟୁର୍ଣ୍ଣାମେଣ୍ଟରେ ଏଚ୍‌ଏସ ପ୍ରଣୟଙ୍କ ଜୟଯାତ୍ରା ଜାରି ଥିବା ବେଳେ ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି । ଭାରତୀୟ ପୁରୁଷ ପ୍ରତିଯୋଗୀ ଏଚ୍‌ଏସ୍‌ ପ୍ରଣୟ ଜାପାନର କାଣ୍ଟା ସୁନେୟାମାଙ୍କୁ କ୍ୱାର୍ଟରଫାଇନାଲରେ ହରାଇଥିଲେ । କି;ୁ ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟରରେ ତାଇ ଜୁ ୟଙ୍ଗ’ଙ୍କ ଠାରୁ ହାରିଯାଇଛନ୍ତି । ପ୍ରଣୟ ଓ ସୁନେୟାମାଙ୍କ ମଧ୍ୟରେ ୬୦ ମିନିଟ୍‌ର କଡା ସଂଘର୍ଷ ହୋଇଥିଲା । ଏଥିରେ ପ୍ରଣୟ ୨୫-୨୩, ୨୨-୨୦ ଗେମ୍‌ରେ […]
Read More...

Advertisement