home minister rana sanaulla
ରାଜନୀତି  ଦେଶ- ବିଦେଶ 

ଇମ୍ରାନ୍‌ ଖାଁ ଗିରଫ ହେବା ନେଇ କହିଲେ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା

ଇମ୍ରାନ୍‌ ଖାଁ ଗିରଫ ହେବା ନେଇ କହିଲେ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା ଇସଲାମାବାଦ୍‌: ଜୁନ ୬: ସୁରକ୍ଷା ଜାମିନର ସମୟ ଅବଧି ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଗିରଫ କରାଯିବ ବୋଲି ରବିବାର ଦିନ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା କହିଛନ୍ତି । ଦଙ୍ଗା, ବିଦ୍ରୋହ, ଗୋଳମାଳ ଏବଂ ସଂଘୀୟ ସରକାର ଉପରେ ସଶସ୍ତ୍ର ଆକ୍ରମଣ ସମେତ ଇମ୍ରାନ୍‌ ଖାଁଙ୍କ ନାମରେ ଅନେକ ମାମଲା ରୁଜୁ କରାଯାଇଥିବା କଥା ରାନା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଜାମିନ ଶେଷ ହେଲେ ପୂର୍ବତନ […]
Read More...

Advertisement