Hirakud Dam
ଓଡ଼ିଶା 

ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ

ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ ହୀରାକୁଦ: ଜୁଲାଇ ୧୮: ଆଜି ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ଆଜି ଦିନ ୧୧ଟା ବେଳେ ହୀରାକୁଦର ଗେଟ୍‌ ଖୋଲାଯାଇଛି । ପ୍ରଥମେ ୭ନଂ ଗେଟରେ ପାଣି ଛଡ଼ାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲାଯିବା ନେଇ ସୂଚନା ରହିଛି । ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସୁଇସ୍‌ ଗେଟ୍‌ ଖୋଲାଯାଇଛି । ହୀରାକୁଦ ଡ୍ୟାମର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଛି । ଆଜି […]
Read More...

Advertisement