heavy cross-voting for Murmu
ରାଜନୀତି 

୩ ରାଜ୍ୟରୁ ଗୋଟିଏ ବି ଭୋଟ ପାଇନାହାନ୍ତି ଯଶୱନ୍ତ ସିହ୍ନା

୩ ରାଜ୍ୟରୁ ଗୋଟିଏ ବି ଭୋଟ ପାଇନାହାନ୍ତି ଯଶୱନ୍ତ ସିହ୍ନା ଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି । ଏହାର ମୂଲ୍ୟ ୬,୭୬,୮୦୩ । ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କ ଭୋଟ ମୂଲ୍ୟ ୫,୨୮, ୪୯୧ ହେବାର ଆବଶ୍ୟକ ଥିଲା । ହେଲେ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬ ଲକ୍ଷରୁ ଅଧିକ […]
Read More...

Advertisement