healthy Indian food
ଜୀବନଚର୍ଯ୍ୟା 

ସିନ୍ଧି ମଟନ ଫ୍ରାଏ

ସିନ୍ଧି ମଟନ ଫ୍ରାଏ ପ୍ରଣାଳୀ- ୫୦୦ ଗ୍ରାମ ମଟନ ପିସ୍‌, ୨ ଚାମଚ ଅମୃତଭଣ୍ଡା ପେଷ୍ଟ, ୨ଟି ପିଆଜ କଟା, ଏକ ଚାମଚ ଅଦା ରସୁଣ ପେଷ୍ଟ, ଏକ କପ ଦହି, ୨ଟି ଟମାଟ ବଟା, ୨ ଚାମଚ ଧନିଆ ପତ୍ର କଟା, ଏକ ଚାମଚ ଜୀରା, ଏକ ଚାମଚ ଧନିଆ ପାଉଡର, ଏକ ଚାମଚ ଗରମ ମସଲା, ୨ଟି କଞ୍ଚାଲଙ୍କା, ୨ଟି ଗୁଜୁରାତି । ପ୍ରଣାଳୀ – ମଟନକୁ ଧୋଇ ଏଥିରେ ଅମୃତଭଣ୍ଡା ପେଷ୍ଟ ଲଗାଇ ଅଧାଘଣcା ଛାଡି ନିଅନ୍ତୁ […]
Read More...
ଜୀବନଚର୍ଯ୍ୟା 

ଓଟସ୍‌ ଦହି କବାବ

ଓଟସ୍‌ ଦହି କବାବ ସାମଗ୍ରୀ – ଏକ କପ ବସା ଦହି, ୩ରୁ ୪ କପ ଓଟସ୍‌ ଗୁଣ୍ଡ, ଅଳ୍ପ ମରିଚଗୁଣ୍ଡ, କଟା କଞ୍ଚାଲଙ୍କା, ଏକ ଚାମଚ ଗରମ ମସଲା, କଟା ଧନିଆ ପତ୍ର, ଏକ କପ ଗ୍ରେଟେଡ ପନିର, ଏକ ଚାମଚ ଚାଟ ମସଲା, ୨ ଚାମଚ ଖିସମିସ, ୨ଚାମଚ କାଜୁ । ପ୍ରଣାଳୀ- ଗୋଟିଏ ପାତ୍ରରେ ଦହି, ଲୁଣ, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଗରମ ମସଲା, କଞ୍ଚାଲଙ୍କା, ଧନିଆ ପତ୍ର ପକାଇ ମିଶାନ୍ତୁ । ଏହାପରେ ଏଥିରେ ଓଟସ […]
Read More...
ଜୀବନଚର୍ଯ୍ୟା 

ଚଣାଡାଲି ବିରିୟାନୀ

ଚଣାଡାଲି ବିରିୟାନୀ ସାମଗ୍ରୀ – ଏକ ଚାମଚ ଘିଅ, ତେଜପତ୍ର, ଏକ ଚାମଚ ଜୀରା, ୩ଟି ଗୁଜୁରାତି,୩ଟି ଲବଙ୍ଗ, ଖଣ୍ଡେ ଡାଲଚିନି, ଜାବିତ୍ରୀ, ୩ଟି କଞ୍ଚାଲଙ୍କା, ଅଳ୍ପ ପରିମାଣ ପୋଦିନା ପତ୍ର, ଧନିଆ ପତ୍ର, ହଳଦୀ ଗୁଣ୍ଡ, ଅଧା ଚାମଚ ଗରମ ମସଲା, ଏକ କପ ବାସୁମତି ଚାଉଳ, ଅଧା କପ ଚଣାଡାଲି, ଅଢେଇ କପ ପାଣି । ପ୍ରଣାଳୀ- ପ୍ରଥମେ ଡାଲିକୁ ଧୋଇ ୪୫ ମିନିଟ୍‌ ପାଇଁ ବତୁରାଇ ନିଅନ୍ତୁ । ସେହିଭଳି ଚାଉଳକୁ ମଧ୍ୟ ଧୋଇ ୧୫ରୁ […]
Read More...
ଜୀବନଚର୍ଯ୍ୟା 

ବ୍ରେଡ୍‌ ପିଜା

ବ୍ରେଡ୍‌ ପିଜା ଆବଶ୍ୟକୀୟ ସାମଗ୍ରୀ: ବ୍ରେଡ୍‌, କଟା ଟମାଟୋ, କ୍ୟା«ିକମ୍‌, କଟା ପିଆଜ, କଟା ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଚିଜ୍‌, ଲୁଣ ଓ ବଟର । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କଟା ଟମାଟୋ, କ୍ୟାପସିକମ୍‌, ପିଆଜ, ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ , ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦିଅ;ୁ । ପରେ ଏକ ପାତ୍ରରେ ବ୍ରେଡ୍‌ ନିଅ;ୁ । ତା’ ଉପରେ ପିଜା’ […]
Read More...
ଜୀବନଚର୍ଯ୍ୟା 

ଶାହି ଆଳୁ ପନିର

ଶାହି ଆଳୁ ପନିର ସାମଗ୍ରୀ: ୪ଟି ମଧ୍ୟମ ଆକାର ସିଝା ଆଳୁ, ୩୦୦-୫୦୦ ଗ୍ରାମ ପନିର, ଅଧା କପ ମେଥି,ଏକ ବଡ ଚାମଚ ଘିଅ, କଟା ହୋଇଥିବା ଅଦା,୨-୩ କଞ୍ଚା ଲଙ୍କା, କଟା ହୋଇଥିବା ୪ଟି ଟମାଟୋ,୧୦ ପାଖୁଡା ରସୁଣର ପେଷ୍ଟ, ଦେଢ କପ ଦହି, ସ୍ୱାଦନୁସାରେ ଲୁଣ, ଅଧା ଚାମଚ ଧନିଆ ପାଉଡର, ସ୍ୱାଦନୁସାରେ ଶୁଖିଲା ଲଙ୍କା ପେଷ୍ଟ, ଅଧା କପ ପାଣି, ୧୦ଟି ବାଦାମର ଛୋଟ ଛୋଟ ଖଣ୍ଡ,୧୫-୧୬ କିଶମିଶ, ୧୦-୧୫ ପେସ୍ତା କଟା ହୋଇଥିବା, ଚିମୁଟାଏ କେଶର […]
Read More...
ଜୀବନଚର୍ଯ୍ୟା 

ମୁଥିୟା ଚିକେନ୍‌ କବାବ୍‌

ମୁଥିୟା ଚିକେନ୍‌ କବାବ୍‌ ସାମଗ୍ରୀ – ଅଧାକେଜି ହାଡ଼ ନଥିବା ଚିକେନ୍‌, ଗୋଟିଏ ପିଆଜ,୨ଚାମଚ ଅଦା ରସୁଣ ପେଷ୍ଟ, ଧନିଆ ପତ୍ର, ପୋଦିନା ପତ୍ର,ଏକ ଚାମଚ ଲଙ୍କାଗୁଣ୍ଡ, ଏକ ଚାମଚ ଗୋଲମରିଚ ଗୁଣ୍ଡ, ଏକ ଚାମଚ ଗରମ ମସଲା, ଏକ ଚାମଚ ଚାଟ୍‌ ମସଲା, ଏକ ଚାମଚ ଜୀରା ଗୁଣ୍ଡ, ଗୋଟେ କଞ୍ଚା ଲଙ୍କା । ପ୍ରଣାଳୀ – ପ୍ରଥମେ ପିଆଜ, ଅଦା, ରସୁଣ, ପୋଦିନା , ଧନିଆ ପତ୍ରକୁ ବାଟି ନିଅନ୍ତୁ । ଏହାପରେ ଚିକେନ୍‌ରେ ଲୁଣ, ଲଙ୍କାଗୁଣ୍ଡ,ମରିଚ ଗୁଣ୍ଡ, […]
Read More...
ଜୀବନଚର୍ଯ୍ୟା 

ମୁଗଡାଲି କିୱି ନଡିଆ ସୁପ୍‌

ମୁଗଡାଲି କିୱି ନଡିଆ ସୁପ୍‌ ସାମଗ୍ରୀ – ଏକ କପ୍‌ ଚୋପା ଲଗା ସିଝା ମୁଗ ଡାଲି , ୨ଟି ଚୋପା ଛଡା କିୱି , ଅଧା କପ୍‌ ନଡିଆ କ୍ରିମ୍‌, ଏକ ଚାମଚ ତେଲ, ଦୁଇଟା ତେଜପତ୍ର, ଅଧା ଚାମଚ ଜୀରା, ଏକ ଚାମଚ ଧନିଆ, ଏକ ଚାମଚ ଗୋଲମରିଚ, ୮ଟି କଟା ରସୁଣ, ଗୋଟିଏ ବଡ଼ କଟା ପିଆଜ, ଗୋଟିଏ ଗାଜର, ଅଧା ଚାମଚ କରି ପାଉଡର, କଟା ଧନିଆ ପତ୍ର । ପ୍ରଣାଳୀ – ତେଲ ଗରମ କରି […]
Read More...
ସ୍ୱାସ୍ଥ 

ଶରୀରକୁ ସୁସ୍ଥ ରଖେ ଘିଅ ଓ ଗୁଡ

ଶରୀରକୁ ସୁସ୍ଥ ରଖେ ଘିଅ ଓ ଗୁଡ ମିଠା ଖାଇବାକୁ ସମସ୍ତଙ୍କର ଇଚ୍ଛା ହୋଇଥାଏ । ବିଶେଷକରି ଖାଇବା ପରେ ସମସ୍ତେ ମିଠା ଖାଇବାକୁ ଆଗ୍ରହ ଦେଖାଇଥାଆନ୍ତି । ହେଲେ କେତେକ ଲୋକଙ୍କ ମଧୁମେହ ରୋଗ ଯୋଗୁଁ ସେମାନଙ୍କୁ ମିଠା ବାରଣ କରାଯାଇଥାଏ । ତେବେ ମିଠା ସ୍ଥାନରେ ଆପଣ ଗୁଡସହିତ ଘିଅ ମିଶାଇ ଖାଇପାରିବେ, ଯାହା ଆପଣଙ୍କ ମିଠା ଖାଇବାର ଇଚ୍ଛାକୁ ପୂର୍ଣ୍ଣ କରିବା ସହିତ ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟପ୍ରଦ । ଘିଅ ସହିତ ଗୁଡ ମିଶ୍ରଣରେ ପ୍ରସ୍ତୁତ ଖାଦ୍ୟ ସୁସ୍ୱାଦୁ ହେବା […]
Read More...

Advertisement