healthy food
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆଲମଣ୍ଡ ଚିକେନ୍ ମୋମୋ
Published On
By Samaya Live
ସାମଗ୍ରୀ – ୨୫୦ ଗ୍ରାମ ବୋନଲେସ ଚିକେନ କିମା , ଏକ ଚାମଚ କଟା ରସୁଣ, ୩ ଚାମଚ ଗାଜର କଟା, ୩ ଚାମଚ ସ୍ପିଙ୍ଗ ଓନିଅନ କଟା, ଏକ ଚାମଚ ଅଦା କଟା, ଏକ ଚାମଚ ସୋୟା ସସ୍, ଏକ ଚାମଚ ଅୟେଷ୍ଟର ସସ୍, ଏକ ଚାମଚ ରାଶିତେଲ, ଏକ ଚାମଚ ମରିଚ ଗୁଣ୍ଡ, ଗୋଟିଏ ଅଣ୍ଡା, ଅଧା କପ କଟା ଆଲମଣ୍ଡ ପ୍ରଣାଳୀ – ଗୋଟିଏ ପାତ୍ରରେ ଚିକେନ ନିଅନ୍ତୁ ଏଥିରେ ଆଲମଣ୍ଡ ବ୍ୟତିତ […]
ଛତିଶଗଡି ବଟକର ତରକାରୀ
Published On
By Samaya Live
ସାମଗ୍ରୀ – ଗୋଟେ କପ ଚୋପା ଲଗା ମସୁର ଡାଲି, ଅଧାକପ ଦହି, ୨ ଚାମଚ ବେସନ, ଏକ ଚାମଚ କଟା ପିଆଜ, ଅଳ୍ପ ଭୃସଙ୍ଗ ପତ୍ର, ଏକ ଚାମଚ ସୋରିଷ, ୨ଟି କଞ୍ଚା ଲଙ୍କା, ହଳଦୀ, ଧନିଆ ଗୁଣ୍ଡ, ଲୁଣ । ପ୍ରଣାଳୀ – ପ୍ରଥମେ ଡାଲିକୁ ଧୋଇ ପୂର୍ବ ଦିନରୁ ବତୁରାଇ ନିଅନ୍ତୁ । ପରଦିନ ପ୍ରଥମେ ଏହାକୁ ସିଝାଇ ଅଲଗା ରଖନ୍ତୁ । ଗୋଟିଏ ପାତ୍ରରେ ଦହି ନିଅନ୍ତୁ, ସେଥିରେ ବେସନ, ହଳଦୀ, […]
ନଡିଆ କଦଳୀ ଇଡିଲ୍
Published On
By Samaya Live
ସାମଗ୍ରୀ – ଗୋଟିଏ କପ ଇଡିଲ୍ ଆଣ, ୬ଚାମଚ ଗୁଣ୍ଡ ଗୁଡ, ଅଳ୍ପ କିଛି ଗୁଜୁରାତି ଗୁଣ୍ଡ, ଅଧା ଖଣ୍ଡ କଟା କଦଳୀ, ଏକ କପ ନଡିଆ ରସ । ପ୍ରଣାଳୀ – ପ୍ରଥମେ ପିଠା ଆଣରେ କଦଳୀ, ଗୁଜୁରାତି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଗୁଡ ମିଶାଇ ନିଅନ୍ତୁ । ଏହାକୁ ଇଡିଲ୍ ଛାଞ୍ଚରେ ଦେଇ ଇଡିଲ୍ ପ୍ରସ୍ତୁତ କରି ନିଅନ୍ତୁ । ଏହାପରେ ଏକ ପାତ୍ରରେ ନଡିଆ ରସକୁ ଗରମ କରନ୍ତୁ । ସେଥିରେ […]
କେମେନ୍ ବିରିୟାନି
Published On
By Samaya Live
୨କପ ବିରିୟାନି ଚାଉଳ, ଅଧାକେଜି ଚିଙ୍ଗୁଡି,୨ଚାମଚ ଅଦା ରସୁଣ ପେଷ୍ଟ, ଏକ କପ କଟା ପିଆଜ, ୨ଟି ତେଜପତ୍ର, ୫ଟି ଲବଙ୍ଗ, ଅଳେଇଚ, ଗୁଜୁରାତି ଓ ଖଣ୍ଡେ ଡାଲଚିନି, ଏକ ଚାମଚ ଲେମ୍ବୁ ରସ, ୪ଚାମଚ ଘିଅ, ୨ଚାମଚ ବିରିୟାନି ମସଲା, ଏକ ଚାମଚ ଧନିଆ ପାଉଡର, ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମଚ ହଳଦୀ, କଟା ଧନିଆ ଓ ପୋଦିନା ପତ୍ର । ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡିକୁ ଅଳ୍ପ ଅଦାରସୁଣ ପେଷ୍ଟ, ଧନିଆ […]
ଭେଜ୍ କୋରମା
Published On
By Samaya Live
ସାମଗ୍ରୀ: ଫୁଲ କୋବି, ଆଳୁ, ବିନ୍ସ, ଗ୍ରୀନ୍ ମଟର, ଗାଜର, ପନିର, ତେଲ, ଜିରା, ଗୋଟା ଧନିଆ, ଗୋଟା ଗରମ ମସଲା, କଟା ପିଆଜ, ଗୋଟା ରସୁଣ, ଅଦା, ଟମାଟୋ, କାଜୁ, ମଗଜ, ପୋସ୍ତ, କସ୍ତୁରୀ ମେଥି ଓ ଲୁଣ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲ କୋବି, ବିନ୍ସ, ଗାଜର ଓ ଆଳୁକୁ କାଟି ଭଲ ଭାବେ ଧୋଇ ଏକ ପାତ୍ରରେ ରଖ;ୁ । ଏବେ କରେଇରେ ତେଲ ଗରମ କରି ସେଥିରେ ଫୁଲ କୋବି, […]
ମଲାଇ ଲଡ଼ୁ
Published On
By Samaya Live
ସାମଗ୍ରୀ: କ୍ଷୀର, ଚିନି, ଭିନେଗାର, ଗୁଜରାତି ଗୁଣ୍ଡ । ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କର;ୁ । ଏହା ଭଲଭାବେ ଫୁଟିଲେ ଏଥିରେ କିଛି ଭିନେଗାର ମିଶା;ୁ । ଭିନେଗାରର ଖଟା କାରଣରୁ କ୍ଷୀର ଛେନା ଛିଣ୍ଡି ଯିବ । ପରେ ଏହାକୁ କିଛି ସମୟ ଫୁଟାଇ ଗ୍ୟାସ୍ ବନ୍ଦ କର;ୁ । ଏହାପରେ ଛେନାକୁ ଏକ କପଡ଼ାରେ ଛାଣି ପାଣି ନିଗାଡ଼ି ଦିଅ;ୁ । ଭିନେଗାର ଖଟା ଓ ଏହାର […]
ସିମେଇ ପୁଡିଂ
Published On
By Samaya Live
ସାମଗ୍ରୀ- ସିମେଇ, କ୍ଷୀର, ବଟର, ଭାନିଲା ଏସେନ୍ସ, ଅଣ୍ଡା, କାଜୁ, କିସ୍ମିସ୍ ଓ ଚିନି ପ୍ରଣାଳୀ- ପ୍ରଥମେ ଅଣ୍ଡାକୁ ଭାଙ୍ଗି ଫେଣ୍ଟି ନିଅନ୍ତୁ । ଏହାପରେ ସେଥିରେ କ୍ଷୀର, ଚିନି ଓ ବଟର ମିଶାଇ ଭଲ ଭାବରେ ପୁଣି ଫେଣ୍ଟଟନ୍ତୁ । ଅନ୍ୟପଟରେ, ସିମେଇକୁ କଢ଼େଇରେ ଅଳ୍ପ ଆଞ୍ଚରେ ଭାଜି ନିଅନ୍ତୁ । ଏହାପରେ କଢ଼େଇରୁ ସିମେଇକୁ ବାହାର କରି ଥଣ୍ଡା କରନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଣ୍ଡା, ବଟର, କ୍ଷୀର ଓ ଚିନି […]
ଭେଜ୍ ମଟକା ପଲଉ
Published On
By Samaya Live
ସାମଗ୍ରୀ – ଏକ କପ ବାସୁମତି ଚାଉଳ, ଅଧା ଚାମଚ ଗରମ ମସଲା, ୨ରୁ ୩ଟି ଲବଙ୍ଗ, ୨ଟି ଗୁଜୁରାତି, ଏକଟି ଅଳେଇଚ, ତେଜପତ୍ର ଗୋଟିଏ, ଏକ ଚାମଚ ଜୀରା, ଅଧା ଚାମଚ ଗୋଲମରିଚ ଗୁଣ୍ଡ, ଅଳ୍ପ ଲଙ୍କା ଗୁଣ୍ଡ, ଏକ ଚାମଚ ଧନିଆ ଗୁଣ୍ଡ, ଗୋଟିଏ କଟା ବଡ ପିଆଜ, ଅଳ୍ପ କଟାହୋଇଥିବା କୋବି, ଅଳ୍ପ କଟାହୋଇଥିବା ଗାଜର, ମଟର ଅଧାକପ (ଛୋଟ କପରେ), ୨ ଚାମଚ ଦହି, ଏକ ଚାମଚ ଅଦା ରସୁଣ ପେଷ୍ଟ, […]
ଇରାନି ଅମଲେଟ୍
Published On
By Samaya Live
ସାମଗ୍ରୀ – ୨ ଅଣ୍ଡା, ୨ଟି ଟମାଟୋ, ଗୋଟିଏ ପିଆଜ, ରସୁଣ, ଅଳ୍ପ ପରିମାଣ ଗୋଲମିରଚ ଗୁଣ୍ଡ, ଏକ ଚାମଚ ଲଙ୍କାଗୁଣ୍ଡ, ଛୋଟ ଖଣ୍ଡ ଡାଲଚିନି, ଲୁଣ ସ୍ୱାଦ ଅନୁସାରେ । ପ୍ରଣାଳୀ – ପ୍ରଥମେ ପ୍ୟାନରେ ତେଲ ଗରମ କରନ୍ତୁ । ଏଥିରେ ରସୁଣ କଟା ରସୁଣ ପକାନ୍ତୁ । ଏହାପରେ ଏଥିରେ ଟମାଟୋ ପକାଇ ଭାଜନ୍ତୁ । ସେହିଭଳି ଅଲଗା ପ୍ୟାନରେ ପିଆଜକୁ ଭାଜି ନିଅନ୍ତୁ । ଏହାପରେ ଟମାଟୋରେ ଲୁଣ, ଡାଲଚିନି ଖଣ୍ଡ, […]
କୋଲାମ୍ବି ଭାତ
Published On
By Samaya Live
ସାମଗ୍ରୀ- ୨୫୦ ଚିଙ୍ଗୁଡି, ଅଳ୍ପ ହଳଦୀଗୁଣ୍ଡ, ୨୫୦ ଗ୍ରାମ ବାସୁମତି ଚାଉଳ,୩ରୁ ୪ଟି ଗୁଜୁରାତି, ୪ରୁ ୫ଟି ଲବଙ୍ଗ, ୨ଟି ତେଜପତ୍ର, ଗୋଟିଏ ବଡ ଟମାଟ(କଟା ହୋଇଥିବା), ଦେଢଟା ପିଆଜ (କଟା), ଡାଲଚିନି ଖଣ୍ଡ ୨ଟା, ଜୀରା ଏକ ଚାମଚ, ଏକ ଚାମଚ କାଶ୍ମୀର ଚିଲି ପାଉଡର, ଏକ ଚାମଚ ଧନିଆ ଗୁଣ୍ଡ, କୋରା ନଡିଆ, ଭୁସଙ୍ଗପତ୍ର ଅଳ୍ପ, କଟା ଧନିଆ ପତ୍ର, ଏକ ଚାମଚ ଲେମ୍ବୁ ରସ । ପ୍ରଣାଳୀ – ଗୋଟିଏ ପାତ୍ରରେ ଚିଙ୍ଗୁଡି, […]
ବିହାରୀ ଷ୍ଟାଇଲ୍ ମାଛ ତରକାରୀ
Published On
By Samaya Live
ସାମଗ୍ରୀ- ୬ପିସ୍ ରୋହି ମାଛ, ୩ ଚାମଚ ହଳଦୀ ଗୁଣ୍ଡ, ୨ଚାମଚ ଲଙ୍କା ଗୁଣ୍ଡ,୧୦ଟି ରସୁଣ, ୨ଟା କଞ୍ଚାଲଙ୍କା, ଏକ ଚାମଚ ସୋରିଷ, ଏକ ଚାମଚ ମରିଚ, ଏକ ଚାମଚ ଜିରା, ୨ଟା ଶୁଖିଲା ଲଙ୍କା, ମେଥି ଏକ ଚାମଚ, ଅଧା କପ କଟା ଟମାଟୋ, ୨ଟା ତେଜପତ୍ର, ଅଧା କପ ପାଣି, ଏକ ଚାମଚ ଗରମ ମସଲା, ଧନିଆ ପତ୍ର, ପ୍ରଣାଳୀ- ମାଛରେ ଲୁଣ,ହଳଦୀ, ତେଲ, ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ । ଏହାକୁ ଅଲଗା […]
ମୁଗଡାଲି ଚିଲା
Published On
By Samaya Live
ସାମଗ୍ରୀ- ୨୦୦ ଗ୍ରାମ ମୁଗ ଡାଲି, ୪ ରୁ ୫ପିସ୍ ପନିର ଖଣ୍ଡ, ଏକ ଚାମଚ ଗ୍ରେଟ୍ ପନିର୍ ସହିତ ଚାଟ୍ ମସଲା ମିଶିଥିବ, ଏକ ବଡ ଚାମଚ କ୍ୟାପସିକମ୍, ବନ୍ଧା କୋବି କଟା, ଅଧା ଚାମଚ କଟା ପିଆଜ, ଏକ ଚାମଚ କାଜୁ, ଅଳ୍ପ ଘିଅ । ପ୍ରଣାଳୀ- ପ୍ରଥମେ ମୁଗଡାଲିକୁ ରାତିରୁ ବତୁରାଇ ରଖନ୍ତୁ । ଏହାପରେ କିଛି ଲୁଣ ମିଶାଇ ବାଟି ନିଅନ୍ତୁ । ତାୱାରେ କିଛି ଆଣକୁ ପକାଇ ପିଠା ଭଳି […]

