healthy food of children
ଜୀବନଚର୍ଯ୍ୟା 

ସିମେଇ ପୁଡିଂ

ସିମେଇ ପୁଡିଂ ସାମଗ୍ରୀ- ସିମେଇ, କ୍ଷୀର, ବଟର, ଭାନିଲା ଏସେନ୍ସ, ଅଣ୍ଡା, କାଜୁ, କିସ୍‌ମିସ୍‌ ଓ ଚିନି ପ୍ରଣାଳୀ- ପ୍ରଥମେ ଅଣ୍ଡାକୁ ଭାଙ୍ଗି ଫେଣ୍ଟି ନିଅନ୍ତୁ । ଏହାପରେ ସେଥିରେ କ୍ଷୀର, ଚିନି ଓ ବଟର ମିଶାଇ ଭଲ ଭାବରେ ପୁଣି ଫେଣ୍ଟଟନ୍ତୁ । ଅନ୍ୟପଟରେ, ସିମେଇକୁ କଢ଼େଇରେ ଅଳ୍ପ ଆଞ୍ଚରେ ଭାଜି ନିଅନ୍ତୁ । ଏହାପରେ କଢ଼େଇରୁ ସିମେଇକୁ ବାହାର କରି ଥଣ୍ଡା କରନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଣ୍ଡା, ବଟର, କ୍ଷୀର ଓ ଚିନି […]
Read More...
ଜୀବନଚର୍ଯ୍ୟା 

ଓଟସ୍‌ ଚପ୍‌

ଓଟସ୍‌ ଚପ୍‌ ସାମଗ୍ରୀ – ଅଧା କପ ଓଟସ୍‌, ଅଧା କପ ହରଡ ଡାଲି, ଗୋଟିଏ କଟା ପିଆଜ, ଗୋଟିଏ କଟା କ୍ୟାପସିକମ୍‌, ଗୋଟିଏ କଟା ଗାଜର, ଅଧା ଚାମଚ ଲଙ୍କାଗୁଣ୍ଡ, ଅଳ୍ପ ପରିମାଣ ଗୋଲମରିଚ । ପ୍ରଣାଳୀ – ଗୋଟିଏ ପାତ୍ରରେ ହରଡଡାଲିକୁ ବତୁରାଇ ବାଟି ନିଅନ୍ତୁ । ଏଥିରେ ଓଟସ୍‌ ଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସମସ୍ତ କଟା ଯାଇଥିବା ପରିବା, ପିଆଜ ପକାଇ ଗୋଳାନ୍ତୁ । ତାପରେ ଏହାକୁ ଗୋଲ ଗୋଲ କରି ଛାଣି […]
Read More...

Advertisement