health
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ନାଜାଲ ଭାକସିନ iNCOVACC ମାତ୍ର ‘୨ ବୁନ୍ଦା’ କରୋନାରୁ କରିବ ରକ୍ଷା
Published On
By Samaya Live
ନୂଆଦିଲ୍ଲୀ : ଚୀନ ରେ ଦ୍ରୁତ ଗତିରେ ମାଡିଚାଲିଛି କରୋନାର ନୂଆ ଭାରିଆଣ୍ଟ ବିଏଫ -୭ I ଏହା ବର୍ତ୍ତମାନ ଭାରତରେ କାୟା ବିସ୍ତାର କରି ନଥିଲେ ମଧ୍ୟ ସଂକ୍ରମଣ କୁ ରୋକିବା ପାଇଁ ସତର୍କ ହେଲାଣି ସ୍ୱାସ୍ଥ୍ୟ ବିଭାଗ I ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସମ୍ବଳ ରଖିବାକୁ ଏବଂ ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ଅପିଲ କରିଛନ୍ତି ପ୍ରଧାନ ମନ୍ତ୍ରୀ । ଏହା ସହିତ ଯେଉଁମାନେ ଦୁଇଟି କରୋନା ଟିକା ନେଇ ସାରିଛନ୍ତି ସେମାନେ ତୁରନ୍ତ ବୁଷ୍ଟର ଡୋଜ୍ […]
ସମସ୍ତ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବୃଦ୍ଧି କରାଯିବ : ସ୍ୱାସ୍ଥ୍ୟ ବିଭାଗ
Published On
By Samaya Live
ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ତତ୍ପର I କୋଭିଡ କୁ ନେଇ ଆତଙ୍କିତ ନ ହୋଇ ସଚେତନ ରହିବାକୁ ସ୍ୱାସ୍ଥ୍ୟ ନିର୍ଦେଶ ବିଜୟ ମହାପାତ୍ର ଜନସାଧାରଣଙ୍କୁ ଅପିଲ କରିଛନ୍ତି I ରାଜ୍ୟରେ ଗତ ୩ ମାସ ମଧ୍ୟରେ କେବଳ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବର୍ତ୍ତମାନ ସ୍ଥିତି ସୁରକ୍ଷିତ ରହିଛି । ତଥାପି ଏ ଦିଗରେ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରକାର ବ୍ୟବସ୍ଥା […]
ରାଜ୍ୟରେ ଖୋଲିବ ଆଉ ୪ଟି ନୂଆ ଇଏସଆଇ ହସ୍ପିଟାଲ
Published On
By Samaya Live
ଭୁବନେଶ୍ୱର: ରାଜ୍ୟରେ ୪ଟି ଇଏସ୍ଆଇ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ରୀୟ ଅନୁମୋଦନ ମିଳିଛି। ଆଜି ଲୋକସଭାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଏକ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତେଲି କହିଛନ୍ତି ଯେ, ଓଡ଼ିଶାରେ ୪ଟି ନୂଆ ଇଏସଆଇ ହସ୍ପିଟାଲ ସ୍ଥାପନ ନିମନ୍ତେ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ୪ଟି ଇଏସଆଇ ହସପିଟାଲ ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ, ଯାଜପୁରର ଡୁବୁରୀ, ପାରାଦୀପ ଓ ଝାରସୁଗୁଡ଼ାରେ ସ୍ଥାପନ ହେବ । ପାରାଦୀପରେ ୩୦ ବେଡ୍ […]
ସ୍ଥାୟୀ ନିଯୁକ୍ତି ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତର ସଂଘ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୨୮:ସ୍ଥାୟୀ ନୁଯୁକ୍ତି ଦାବିରେ ପୁଣି ବିକ୍ଷୋଭ। ସ୍ଥ।ୟୀ ନିଯୁକ୍ତି ଦ।ବିରେ ଆଜି ଅଭିନବ ଢ଼ଙ୍ଗରେ ଅନଶନ କରିଛନ୍ତି ଆୟୁଷ ଡ।କ୍ତର । ଆପ୍ରନ ପିନ୍ଧି ଷ୍ଟେଥୋ ପକ।ଇ ଲୋଏର ପିଏଜିରେ ଝ।ଡ଼ୁ ମ।ରିଛନ୍ତି ଆୟୁଷ ଡ।କ୍ତର ସଂଘ। ସାଧାରଣ ଭାବେ ଶାନ୍ତି ଶୃଙ୍ଖଳା ଅବଲମ୍ବନ କରି ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଥିଲା। ୨୦୦୭ରୁ ଓଡ଼ିଶ।ର ପ୍ରତ୍ୟେକ ଗୋଷ୍ଠୀ ସ୍ୱ।ସ୍ଥ୍ୟ କେନ୍ଦ୍ର ଓ ପ୍ର।ଥମିକ ସ୍ୱ।ସ୍ଥ୍ୟ କେନ୍ଦ୍ରରେ ଏମ।ନଙ୍କୁ ଠିକ। ନିଯୁକ୍ତି ମିଳିଛି । କରୋନ। […]

