କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୭ କର୍ମଚାରୀ ନିଲମ୍ବିତ

 କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୭ କର୍ମଚାରୀ ନିଲମ୍ବିତ
Samaya Live News Picture
Published On

ଗଞ୍ଜାମ : କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୭ କର୍ମଚାରୀଙ୍କୁ ନିଲମ୍ବିତ କଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ମେଡିକାଲ ଏରିୟର ଟଙ୍କା ହଡପ କାର୍ଯ୍ୟରେ ଅବହେଳା ଏବଂ ବିଶୃଙ୍ଖଳା ପାଇଁ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ନର୍ସିଂ ଅଫିସର ୨ ଜଣ ଏଏନଏମ ଜଣେ ଆଟେଣ୍ଡଣ୍ଟ, ଜଣେ କ୍ଲର୍କ ଙ୍କ ସହିତ ଜଣେ ସଫେଇ କର୍ମଚାରୀ ସାମିଲ ଅଛନ୍ତି । 

Tags: