Gujarat headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆସନ୍ତା କାଲି ଭୁଜରେ ଥିବା କେ.କେ ପଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
Published On
By Samaya Live
ଦିଲ୍ଲୀ: ଏପ୍ରିଲ ୧୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଭୁଜରେ ଥିବା କେ.କେ ପଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆସନ୍ତା କାଲି ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଭୁଜର ‘କୁଚି ଲେଭା ପଟେଲ ସମାଜ’ ଦ୍ୱାରା ଏହି ଡାକ୍ତରଖାନା ନିର୍ମାଣ କରାଯାଇଛି । କଚ୍ଛରେ ଏହା ହେଉଛି ପ୍ରଥମ ବଦାନ୍ୟ ସୁପର ସ୍ପେସିଆଲିଟି ହସ୍ପିଟାଲ୍ । ଏହା ଏକ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା । ଏହା […]
ଗୁଜରାଟରୁ କରୋନାର ନୂଆ ପ୍ରଜାତି ‘ଏକ୍ସଇ ଭାଇରସ୍’ ଚିହ୍ନଟ
Published On
By Samaya Live
ଦିଲ୍ଲୀ: ଏପ୍ରିଲ ୦୯: ଗୁଜରାଟରୁ ଏକ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି । ବିଶ୍ୱରେ ଏହି ଭୂତାଣୁ ସଂକ୍ରମଣ ଅତି ସ୍ୱଳ୍ପ ଥିବା କଥା ଜଣାପଡ଼ିଛି । ନୂଆ ଭୂତାଣୁର ନାମ ‘ଏକ୍ସଇ’ । ଭାରତର ଏହି ପ୍ରଥମ କୋଭିଡ ମାମଲା ଗୁଜରାଟର ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ହୋଇଛି ବୋଲି ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ତାଙ୍କୁ ମାର୍ଚ୍ଚ ୧୩ ତାରିଖରେ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ଜଣାପଡ଼ିଥିଲା । ଉକ୍ତ ରୋଗୀ ଜଣଙ୍କ […]
ଆସନ୍ତା ନିର୍ବାଚନକୁ ନଜରରେ ରଖି ପାର-ତାପି-ନର୍ମଦା ସଂଯୋଗୀକରଣ ଯୋଜନାକୁ ବନ୍ଦ କରିବେ ମୋଦି
Published On
By Samaya Live
ଅହମଦାବାଦ: ମାର୍ଚ୍ଚ ୩୧: ଆଗକୁ ଆସୁଛି ଗୁଜରାଟ ନିର୍ବାଚନ । ଭୋଟରମାନଙ୍କୁ ସନ୍ତୁଷ୍ଟ କରାଇବା ସକାଶେ ୨୦୧୦ରେ ପ୍ରସ୍ତାବ ଦିଆଯିବା ପାର-ତାପି-ନର୍ମଦା ସଂଯୋଗୀକରଣ ଯୋଜନାକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉକ୍ତ ଯୋଜନାକୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ବିରୋଧ କରି ଆସୁଥିଲେ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ନିଜ ସାତ ଅମଳର ଭିଟାମାଟିରୁ ଛାଡ଼ି ସ୍ଥାନାନ୍ତରିତ ହେବାକୁ ପଡ଼ିଥାଆନ୍ତା । ଏଣୁ ଗୁଜରାଟ ସରକାର […]

