Gujarat firms sign MoU with Election Commission
ଦେଶ- ବିଦେଶ 

ମହଙ୍ଗା ପଡ଼ିପାରେ ଭୋଟ୍‌ ନଦେବା

ମହଙ୍ଗା ପଡ଼ିପାରେ ଭୋଟ୍‌ ନଦେବା ନୂଆଦିଲ୍ଲୀ: ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର୍‌ରେ ଚାଲିଛି । ଏହି ସମୟରେ ଗୁଜୁରାଟର ଏକ ହଜାରରୁ ଅଧିକ କର୍ପୋରେଟ ହାଉସ ନିର୍ବାଚନ ଆୟୋଗଙ୍କ ସହ ଏକ ଚୁକ୍ତିନାମା ସ୍ୱ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିନାମା ଅନୁଯାୟୀ, କର୍ପୋରେଟ୍‌ ହାଉସ୍‌ ସେମାନଙ୍କ କର୍ମଚାରୀମାନଙ୍କ ଉପରେ ନଜର ରଖିବେ ଯେ, ବାସ୍ତବରେ ଛୁଟି ନେଇ କର୍ମଚାରୀମାନେ ନିର୍ବାଚନରେ ନିଜର ଭୋଟ୍‌ ଦେଉଛନ୍ତି ନା ନାହିଁ । ଏହା ସହିତ ଭୋଟ୍‌ ଦେଇନଥିବା କର୍ମଚାରୀଙ୍କ ନାମ […]
Read More...

Advertisement