gujarat-cable-bridge-collapse 141 died
ଦେଶ- ବିଦେଶ 

ଦେଖନ୍ତୁ ଭିଡିଓ : ଝୁଲାପୋଲ ଭୁଶୁଡିବା ଘଟଣା, ମୃତ୍ୟୁ ସଂଖ୍ୟା ୧୪୧ କୁ ବୃଦ୍ଧି

ଦେଖନ୍ତୁ ଭିଡିଓ : ଝୁଲାପୋଲ ଭୁଶୁଡିବା ଘଟଣା, ମୃତ୍ୟୁ ସଂଖ୍ୟା ୧୪୧ କୁ ବୃଦ୍ଧି ଗୁଜୁରାଟ : ରବିବାର ସନ୍ଧ୍ୟା ରେ ଗୁଜୁରାଟର ମୋର୍ବି ଜିଲ୍ଲାର ମଚ୍ଛୁ ନଦୀ ର ଝୁଲାପୋଲ ଭୁଶୁଡି ପଡିଛି I ପ୍ରାୟ ଉପରେ ୧୪୦ ବର୍ଷର ପୁରୁଣା ଏହି କେବୁଲ ବ୍ରିଜ ଭୁଶୁଡି ପଡିଥିବା ବେଳେ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧୪୧ କୁ ବୃଦ୍ଧି ପାଇଛି । ଦୁର୍ଘଟଣା ସମୟରେ ପୋଲୋ ଉପରେ ପାଖାପାଖି ୫୦୦ ଲୋକ ଏକାଠି ହୋଇଥିଲେ I ମୃତକଙ୍କ ମଧ୍ୟରେ ୫୦ରୁ ମହିଳା, ଶିଶୁ ଏବଂ ବୃଦ୍ଧମାନେ ଅଛନ୍ତି। ଏହି ଦୁର୍ଘଟଣାରେ ୧୭୭ […]
Read More...

Advertisement