Gujarat BJP chief CR Patil
ରାଜନୀତି 

ଗୁଜରାଟ ନିର୍ବାଚନ: ବିଦ୍ରୋହୀଙ୍କୁ କାଉଣ୍ଟର କରିବାକୁ ଅମିତଙ୍କ ଗୋଟି ଚାଳନା

ଗୁଜରାଟ ନିର୍ବାଚନ: ବିଦ୍ରୋହୀଙ୍କୁ କାଉଣ୍ଟର କରିବାକୁ ଅମିତଙ୍କ ଗୋଟି ଚାଳନା ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ବିଦ୍ରୋହୀ । ଟିକେଟ ପାଇ ନଥିବା ଦଳୀୟ ନେତାମାନେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଥିବାରୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୮୨ ଆସନରୁ ୧୬୦ଟି ସ୍ଥାନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ସମୟରେ ଦଳ ୩୮ ଜଣ ନେତାଙ୍କ ଟିକେଟ କାଟି ଦେଇଛି । ଏହାକୁ ନେଇ ଅସନ୍ତୋଷ ବଢ଼ୁଛି । ତେଣୁ ବିଦ୍ରୋହୀଙ୍କୁ […]
Read More...

Advertisement