gst price hike
ଦେଶ- ବିଦେଶ 

ସାଧାରଣ ଜନତାଙ୍କ ଉପରେ ପଡିଲା ମହଙ୍ଗା ମାଡ

ସାଧାରଣ ଜନତାଙ୍କ ଉପରେ ପଡିଲା ମହଙ୍ଗା ମାଡ ନୂଆଦିଲ୍ଲୀ: ଜୁଲାଇ ୧୮: ଆଜିଠୁ ସାଧାରଣ ଜନତାଙ୍କ ଉପରେ ଲଦି ହୋଇଛି ବୋଝ ଉପରେ ଲଲିତା ବିଡା । ଦର ଦାମ ବୃଦ୍ଧିର ଦୃଷ୍ଟି ଏବେ ପଡିଛି ସାଧାରଣ ଜନତାର ପେଟରେ । ବିଳାଶପୂର୍ଣ୍ଣ ସାମଗ୍ରୀ ସହିକ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ମଧ୍ୟ ବଢିଛି । ଯେପରିକି ଦହି, ଲସି, ଚାଉଳ, ପନିର ଓ କିଛି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍‌ ବୃଦ୍ଧି ହୋଇଛ । ସରକାର ଏସବୁ ଜିନିଷ ଉପରେ ଜିଏସଟି ବଢାଇଛନ୍ତି । ଏଣିକି […]
Read More...

Advertisement