government scheme
ଜିଲ୍ଲା 

ଅଧା ପନ୍ତରିଆ ହେଇ ପଡିଛି ସରକାରୀ ପ୍ରକଳ୍ପ

ଅଧା ପନ୍ତରିଆ ହେଇ ପଡିଛି ସରକାରୀ ପ୍ରକଳ୍ପ ରାଉରକେଲା: ପ୍ରାୟ ଦଶ ବର୍ଷ ପୂର୍ବେ ଏନଏସ୍ପିସିଏଲ ୨୫୦ ମେଗାୱାଟ୍‌ କ୍ୟାପଫିଭ୍‌ ପାୱାର ୟୁନିଟ୍‌ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ପ୍ରକଳ୍ପ ନିର୍ମାଣ ହୋଇ ଗତ ମାର୍ଚ୍ଚ ୨୯ ତାରିଖରେ ଏଠାରେ ଉତ୍ପାଦନ ବି ଆରମ୍ଭ ହେଲା । ମାତ୍ର, ପ୍ଲାଣ୍ଟ୍‌ ପାଇଁ ଆବଶ୍ୟକ ଆସ୍ପଣ୍ଡ୍‌ ଏଯାଏଁ ନିର୍ମାଣ ହୋଇପାରିନି । ସମାନ୍ତରାଳଭାବେ ପ୍ରକଳ୍ପ ନିର୍ମାଣସହ ଆସ୍ପଣ୍ଡ୍‌ ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା କି;ୁ ଜମି ଅଭାବ ଯୋଗୁଁ ଏହି […]
Read More...

Advertisement