godhas waterfall
ଜିଲ୍ଲା 

ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ତିନି ଯୁବକ ନିଖୋଜ

ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ତିନି ଯୁବକ ନିଖୋଜ ନୂଆପଡା: ସେପ୍‌ଟେମ୍ବର ୧୭: ନୂଆପଡା ଠାରୁ ୨୫ କିମି ଦୂର ଗୋଧସ ଜଳପ୍ରପାତରେ ଅଘଟଣ ଘଟିଛି । ଗୁରୁବାର ଅପରାହ୍ନରେ ଗଣେଷ ମୂର୍ତ୍ତି ବିଷର୍ଜନ କରିବାକୁ ଯାଇ ତିନି ଜଣ ନିଖୋଜ ଥିବା ଧରମବନ୍ଧା ଥାନାରେ ରିପୋର୍ଟ ହୋଇଛି । ତିନିଜଣ ହେଲେ ନୂଆପଡା ବିଦେଶୀ ମଦ ଦୋକାନର କର୍ମଚାରୀ । ମୋଟ ପାଞ୍ଚ ଜଣ ଗଣେଷ ବିଷର୍ଜନ କରିବାକୁ ଯାଇଥିଲେ । ଦୁଇ ଜଣ ବାହାରେ ଥିବା ବେଳେ ଅନ୍ୟ ତିନି ଜଣ ପାଣି ଭିତରକୁ […]
Read More...

Advertisement