goa election 2022
ରାଜନୀତି 

ପ୍ରମୋଦ ସାୱନ୍ତ ହେବେ ଗୋଆର ମୁଖ୍ୟମନ୍ତ୍ରୀ

ପ୍ରମୋଦ ସାୱନ୍ତ ହେବେ ଗୋଆର ମୁଖ୍ୟମନ୍ତ୍ରୀ ପାନାଜୀ: ମାର୍ଚ୍ଚ ୨୨: ପ୍ରମୋଦ ସାୱନ୍ତ ହେବେ ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ସୋମବାର ଅନୁଷ୍ଠିତ ବିଜେପି ବିଧାନସଭା ପାର୍ଟି ବୈଠକରେ ପ୍ରମୋଦ ସାୱନ୍ତ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବା ସହିତ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାମରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ପାଇଁ ବିଜେପି ତାଙ୍କ ନାମକୁ ଘୋଷଣା କରିଥିବାରୁ ପ୍ରମୋଦ ସାୱନ୍ତ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୋଆର […]
Read More...

Advertisement