Giving Shriram the Divyastra of Bishwamitra
ରାଶିଫଳ 

ଶ୍ରୀରାମଙ୍କୁ ବିଶ୍ୱାମିତ୍ରଙ୍କ ଦିବ୍ୟାସ୍ତ୍ର ପ୍ରଦାନ

ଶ୍ରୀରାମଙ୍କୁ ବିଶ୍ୱାମିତ୍ରଙ୍କ ଦିବ୍ୟାସ୍ତ୍ର ପ୍ରଦାନ ଘୋର ବନସ୍ତ ମଧ୍ୟରେ ତାଡ଼କାସୁରକୁ ମୁକ୍ତି ପ୍ରଦାନ କରିସାରିବା ପରେ ଶ୍ରୀରାମ ଓ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ପଛେ ପଛେ ଚାଲିଲେ । ବିଶ୍ୱାମିତ୍ର ରାମକୁ କହିଲେ ହେ ରାମ ଏବେ ଜାଣିଲି, ତୁମ୍ଭ ସକାଶେ ମୋର ବ୍ରତ ପୂର୍ଣ୍ଣ ହେବ ଏବଂ ମୁଁ ବ୍ରହ୍ମର୍ଷି ହୋଇ ଜଗତରେ ବିହିତ ହେବି । ତେଣୁ ତା’ ପୂର୍ବରୁ ତୁମ୍ଭଙ୍କୁ ମୁଁ ଏକ ମନ୍ତ୍ର ଶିକ୍ଷା ଦେଉଛି । ଏହି ବିଦ୍ୟା ଶିକ୍ଷାଲାଭ କଲେ, ଶରୀର ମଧ୍ୟରେ ତୃଷ୍ଣା ଲାଗେ […]
Read More...

Advertisement