girls trafficking in Odisha
ଜିଲ୍ଲା 

ସୁନ୍ଦରଗଡ଼ରେ ଝିଅ ଚାଲାଣକାରୀ ରାକେଟ ସକ୍ରିୟ: ବିବାହ ନାଁରେ ଚାଲାଣ

ସୁନ୍ଦରଗଡ଼ରେ ଝିଅ ଚାଲାଣକାରୀ ରାକେଟ ସକ୍ରିୟ: ବିବାହ ନାଁରେ ଚାଲାଣ ସୁନ୍ଦରଗଡ଼ :ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ରୋଜଗାରର ଲୋଭ ଦେଖାଇ ଦଲାଲମାନେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କ ପାଖରେ ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାରେ ବିକି୍ର ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏପ୍ରିଲ ପ୍ରଥମ ସପ୍ତାହରେ ଘଟିଥିବା ଏ ସମ୍ବେଦନଶୀଳ ଘଟଣାକୁ ଗମ୍ଭୀରତାର ସହ ନେଇଥିଲେ ଏସପି ସାଗରିକା ନାଥ । ସେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ସଦର ଥାନା ଅଧିକାରୀ ରମେଶଚନ୍ଦ୍ର ମାହାନାଙ୍କ ନେତୃିତ୍ୱରେ ପୁଲିସ ଟିମ୍‌ […]
Read More...

Advertisement