Ghansoli in Navi Mumbai
ଦେଶ- ବିଦେଶ 

ମୁମ୍ବାଇର ଏକ ବିଦ୍ୟାଳୟରେ ୧୬ ଛାତ୍ର କରୋନା ପଜିଟିଭ୍‌

ମୁମ୍ବାଇର ଏକ ବିଦ୍ୟାଳୟରେ ୧୬ ଛାତ୍ର କରୋନା ପଜିଟିଭ୍‌ ମୁମ୍ବାଇ: ଡିସେମ୍ବର ୧୮: ମୁମ୍ବାଇର ଘାନସୋଲିସ୍ଥିତ ଏକ ବିଦ୍ୟାଳୟରେ ମାସ୍‌ ସ୍ୱାବ ଟେଷ୍ଟରୁ ୧୬ ଜଣ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଛାତ୍ର ୮ମ ଶ୍ରେଣୀରୁ ୧୧ଦଶ ଶ୍ରେଣୀ ମଧ୍ୟରେ ପଢ଼ୁଛନ୍ତି । ୧୮ ଡିସେମ୍ବରରେ ବିଦ୍ୟାଳୟରେ ୬୦୦ ପିଲାଙ୍କ ମାସ୍‌ ଟେଷ୍ଟ କର୍ଯ୍ୟକ୍ରମ ହୋଇଛି । ଏଥିରେ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ପଜିଟିଭ୍‌ ଚିହ୍ନଟ ହୋଇଥିବା ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ […]
Read More...

Advertisement