get Dutee Chand Married!!
ଖେଳ  ଓଡ଼ିଶା 

ବିବାହ କଲେକି ଦୂତୀ ଚାନ୍ଦ !! ସୋସିଆଲ ମିଡିଆରେ ଫଟୋ ଭାଇରାଲ

ବିବାହ କଲେକି ଦୂତୀ ଚାନ୍ଦ !! ସୋସିଆଲ ମିଡିଆରେ ଫଟୋ ଭାଇରାଲ ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ I ଏଥର କିନ୍ତୁ ଖେଳ ପାଇଁ ନୁହେଁ,ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି I ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦୂତୀଙ୍କ ଏକ ଫଟୋ କୁ ନେଇ ଚର୍ଚ୍ଚା ଲାଗିରହିଛି । ଭାଇରାଲ ହେଉଥିବା ଫଟୋରେ ଦୂତୀ ନିଜ ସମଲିଙ୍ଗୀ ପ୍ରେମିକା ମୋନାଲିସାଙ୍କ ସହ ଏକ ବିବାହ ଷ୍ଟେଜ୍ ଉପରେ ନଜର ଆସିଛନ୍ତି I ଏହି ଫୋଟୋ କୁ ଦୂତୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । […]
Read More...

Advertisement