Gas Distribution by Forest Department
ଓଡ଼ିଶା 

ବନବିଭାଗ ତରଫରୁ ମାଗଣାରେ ଗ୍ୟାସ ବିତରଣ

ବନବିଭାଗ ତରଫରୁ ମାଗଣାରେ ଗ୍ୟାସ ବିତରଣ ବାଙ୍ଗିରିପୋଷ,୮/୬:ବାରିପଦା ବନଖଣ୍ଡ ଅଧିନସ୍ଥ ବାଙ୍ଗିରିପୋଷି ବନାଂଚଳ ତରଫରୁ ପୂର୍ବଭଳି ଆଜି ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ତଥା ବାଙ୍ଗିରିପୋଷି ବନାଂଚଳ ଅଧିନରେ ଥିବା ଅନ୍ୟ ସଂରକ୍ଷିତ ଜଙ୍ଗଲକୁ ଦୀର୍ଘ ଦିନରୁ ଜଗା ରଖା କରୁଥିବା ଝିଙ୍କପାହାଡି ଏବଂ କୁନ୍ଦଳିଆ ଗ୍ରାମର ୩୩ ଜଣ ହିତାଧିକାରୀଙ୍କୁ ବାଙ୍ଗିରିପୋଷି ବନାଂଚଳ ତରଫରୁ ଶିମିଳିପାଳ ଜୈବ ମଣ୍ଡଳ ଯୋଜନାରେ ମାଗଣାରେ ରନ୍ଧନ ଗ୍ୟାସ ବଣ୍ଟନ କରାଯାଇଅଛି । ବଣ୍ଟନ କାର୍ଯ୍ୟକ୍ରମରେ ଉପବନାଂଚଳ ଅଧିକାରୀ ଶୈଳେନ୍ଦ୍ର ଦାସ,ପୂର୍ବତନ ବନାଂଚଳ ଅଧିକାରୀ ତପନ କୁମାର […]
Read More...

Advertisement